ଅଘୋଷିତ ବିଦ୍ୟୁତ୍‌ କାଟ୍‌ରେ ଅତିଷ୍ଠ ରାଜ୍ୟବାସୀ: ନିଦରେ ଶୋଇଛନ୍ତି ସରକାର

ବାଲେଶ୍ୱର/ସୋର/ନୀଳଗିରି,ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଉପାନ୍ତରୁ ଉପକୂଳ ସବୁଠି ପାୱାରକଟ୍ । ଅଘୋଷିତ ବିଜୁଳି କାଟ୍ ହେଉ କିମ୍ବା ବିଦ୍ୟୁତ୍‌ ବିଭ୍ରାଟ୍।  ଉପଭୋକ୍ତା କିନ୍ତୁ ନାକେଦମ୍ ହେଉଛନ୍ତି।  ଫ୍ୟାନ୍ ବନ୍ଦ। ପବନ ବି ବନ୍ଦ। ଅସହ୍ୟ ଗରମ ଆଉ ଗୁଳୁଗୁଳିରେ ବିଞ୍ଚଣା ପାଲଟିଛି ସାହାରା । ଡିବିରି ଆଲୁଅରେ କେଉଁଠି ପିଲା ପାଠ ପଢ଼ୁଛନ୍ତି ତ’ ଆଉ କେଉଁଠି ରୋଷେଇ କରୁଛନ୍ତି ଗୃହିଣୀ । ସାଂଘାତିକ ଅବସ୍ଥା। ରାଜ୍ୟରେ ଏମିତି କୌଣସି ଜିଲ୍ଲା ନାହିଁ ଯେଉଁଠି ବିଜୁଳି କାଟ୍ ହେଉନି […]

power

power

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 08:43 PM IST

Sports

Latest News

ବାଲେଶ୍ୱର/ସୋର/ନୀଳଗିରି,ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଉପାନ୍ତରୁ ଉପକୂଳ ସବୁଠି ପାୱାରକଟ୍ । ଅଘୋଷିତ ବିଜୁଳି କାଟ୍ ହେଉ କିମ୍ବା ବିଦ୍ୟୁତ୍‌ ବିଭ୍ରାଟ୍।  ଉପଭୋକ୍ତା କିନ୍ତୁ ନାକେଦମ୍ ହେଉଛନ୍ତି।  ଫ୍ୟାନ୍ ବନ୍ଦ। ପବନ ବି ବନ୍ଦ। ଅସହ୍ୟ ଗରମ ଆଉ ଗୁଳୁଗୁଳିରେ ବିଞ୍ଚଣା ପାଲଟିଛି ସାହାରା । ଡିବିରି ଆଲୁଅରେ କେଉଁଠି ପିଲା ପାଠ ପଢ଼ୁଛନ୍ତି ତ’ ଆଉ କେଉଁଠି ରୋଷେଇ କରୁଛନ୍ତି ଗୃହିଣୀ । ସାଂଘାତିକ ଅବସ୍ଥା। ରାଜ୍ୟରେ ଏମିତି କୌଣସି ଜିଲ୍ଲା ନାହିଁ ଯେଉଁଠି ବିଜୁଳି କାଟ୍ ହେଉନି ।

ହେଲେ ଗ୍ରୀଡ୍‌କୋ କର୍ତ୍ତୃପକ୍ଷ ବିଦ୍ୟୁତ ବିଭ୍ରାଟକୁ ସ୍ୱୀକାର କରୁଥିଲେ ବି ଅଘୋଷିତ ବିଦ୍ୟୁତ୍‌କାଟକୁ ଅସ୍ୱୀକାର କରୁଛନ୍ତି। ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ବିଜୁଳି ବ୍ୟାଙ୍କିଂ ଥିବା କହିଛନ୍ତି ଗ୍ରୀଡ୍‌କୋ କର୍ତ୍ତୃପକ୍ଷ। ବାଲେଶ୍ୱରରୁ ବଲାଙ୍ଗିର, କୋରାପୁଟରୁ କେନ୍ଦ୍ରାପଡ଼ା । ପାୱାର କଟ୍ ଯୋଗୁ ସବୁଠି ଏବେ ଏଭଳି ଅବସ୍ଥା।  କେତେବେଳେ ଅଘୋଷିତ ବିଜୁଳିକାଟ୍‌ ଅଭିଯୋଗ ତ’ ଆଉ କେତେବେଳେ ବିଜୁଳି ବିଭ୍ରାଟ । ପରିଣାମ ସ୍ୱରୂପ ନାକେଦମ୍ ହେଲେଣି ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ପରିବାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story