ପାରାଦୀପ ବନ୍ଦର ଡମ୍ପର ଡ୍ରାଇଭର ଓ ହେଲପରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ମାଲ୍ ପରିବହନ ଠପ୍

ପାରାଦୀପ: ବିଭିନ୍ନ ଦାବି ନେଇ ପାରାଦୀପ ବନ୍ଦରର ଡମ୍ପର ଡ୍ରାଇଭର ଓ ହେଲପର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି।  ଆନ୍ଦୋଳନ ଯୋଗୁଁ ଗତକାଲି ରାତିରୁ ଠପ୍ ହୋଇଯାଇଛି ମାଲ୍‌ ପରିବହନ। ଆନ୍ଦୋଳନରେ ପ୍ରାୟ ୧୪ ଶହ ଡ୍ରାଇଭର ଓ ହେଲପର ସାମିଲ ହୋଇଛନ୍ତି। ଠିକ୍ ସମୟରେ ଦରମା ପ୍ରଦାନ, ଇପିଏଫ୍‌ ଓ ଇଏସ୍‌ଆଇ ଭଳି ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ଆଦି ଦାବି ନେଇ ଡମ୍ପର ଡ୍ରାଇଭର ଓ ହେଲପର ଆନ୍ଦୋଳନ କରିଛନ୍ତି। ସମାନ ଦାବି ନେଇ […]

paradip

paradip

Rakesh Mallick
  • Published: Thursday, 17 August 2017
  • Updated: 17 August 2017, 01:25 PM IST

paradipପାରାଦୀପ: ବିଭିନ୍ନ ଦାବି ନେଇ ପାରାଦୀପ ବନ୍ଦରର ଡମ୍ପର ଡ୍ରାଇଭର ଓ ହେଲପର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି।  ଆନ୍ଦୋଳନ ଯୋଗୁଁ ଗତକାଲି ରାତିରୁ ଠପ୍ ହୋଇଯାଇଛି ମାଲ୍‌ ପରିବହନ। ଆନ୍ଦୋଳନରେ ପ୍ରାୟ ୧୪ ଶହ ଡ୍ରାଇଭର ଓ ହେଲପର ସାମିଲ ହୋଇଛନ୍ତି। ଠିକ୍ ସମୟରେ ଦରମା ପ୍ରଦାନ, ଇପିଏଫ୍‌ ଓ ଇଏସ୍‌ଆଇ ଭଳି ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ଆଦି ଦାବି ନେଇ ଡମ୍ପର ଡ୍ରାଇଭର ଓ ହେଲପର ଆନ୍ଦୋଳନ କରିଛନ୍ତି।

ସମାନ ଦାବି ନେଇ ପୂର୍ବରୁ ମଧ୍ୟ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ। ତେବେ ସେମାନଙ୍କ ଦାବି ଅଗଷ୍ଟ୧୫ ତାରିଖ ସୁଦ୍ଧା ପୂରଣ କରାଯିବାକୁ ମାଲିକ ସଂଘ ପ୍ରତିଶ୍ରୁତି ଦେଇଥିଲା। ହେଲେ ଆଜି ଯାଏଁ ପ୍ରତିଶ୍ରୁତି ପାଳନ କରାଯାଇ ନ ଥିବାରୁ ଦାବି ପୂରଣ ଯାଏଁ ଆନ୍ଦୋଳନ ଚାଲିବ ବୋଲି ଡମ୍ପର ଡ୍ରାଇଭର ଓ ହେଲପରମାନେ ଚେତାବନୀ ଦେଇଛନ୍ତି।

ଜଣେ ଡମ୍ପର ଡ୍ରାଇଭର କହିଛନ୍ତି,“ ଆମେ ଦୀର୍ଘ ବର୍ଷ ହେବ ପାରାଦୀପ ବନ୍ଦରରେ କାମ କରି ଆସୁଛୁ। ଡମ୍ପର ଡ୍ରାଇଭର ଓ ହେଲପରଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ପାରାଦୀପ ବନ୍ଦର ଦ୍ୱିତୀୟ ଶ୍ରେଣୀର ମାନ୍ୟତା ପାଇଛି। ହେଲେ ବନ୍ଦର ପ୍ରଶାସନ ଓ ଷ୍ଟିପର ଆସୋସିଏନ୍ ଆମ ରକ୍ତକୁ ସବୁ ଦିନ ପାଇଁ ଶୋଷି ଚାଲିଛନ୍ତି। ଏବେ ସୁଦ୍ଧା ତାଙ୍କ ନିଦ ଭାଙ୍ଗି ନାହିଁ। ଆମେ କେମିତି ଭଲରେ ରହିବୁ ସେହି କଥା ଚିନ୍ତା କରୁ ନାହାଁନ୍ତି। ସରକାରଙ୍କ ନିୟମ ଅନୁସାରେ ଜଣେ ଶ୍ରମିକ ୮ ଘଣ୍ଟାରୁ ଅଧିକ କାମ କରିବା କଥା ନୁହଁ ,ହେଲେ ଆମେ ୧୨ ଘଣ୍ଟା ପରିଶ୍ରମ କରୁଛୁ। କିନ୍ତୁ ସେହି ଅନୁସାରେ ଆମେ ଦରମା ପାଉ ନାହୁଁ।”

ସେ କହିଛନ୍ତି,“ଆମେ ମାସକୁ ୯ ହଜାର ୨ଶହ ଟଙ୍କା ଦରମା ପାଉଛୁ। ସେଥିରୁ ୭୫୦ ଟଙ୍କା ଖାଇବା ବାବଦକୁ କଟା ଯାଉଛି। ସେହିପରି ପ୍ରଭିଡେଣ୍ଟ୍‌ ଫଣ୍ଡ୍ ନାଁରେ ୧୬ ମାସ ହେବ ଆମ ଦରମା କଟା ଯାଉଛି। କିନ୍ତୁ ଏନେଇ ଆମକୁ କିଛି ରସିଦ୍‌ ଦେଉ ନାହାଁନ୍ତି। ଆମକୁ ଜୋତା, କ୍ୟାପ୍‌ ଓ ହେଲମେଣ୍ଟ ଦିଆଯାଉ ନ ଥିବାରୁ ଜୀବନକୁ ପାଣି ଛଡାଇ ଧୂଳିରେ କାମ କରୁଛୁ। ଆମର ଇସ୍‌ଏଆଇ ମଧ୍ୟ ନାହିଁ। ଶରୀର ଅସୁସ୍ଥ ହେଲେ ଆମେ ଚିକିତ୍ସା ମଧ୍ୟ କରିପାରୁ ନାହୁଁ। ଯେତିକି ଦରମା ପାଉଛୁ ଏହି ମହଙ୍ଗା ଦୁନିଆରେ  ଚଳିବା ଅସୁବିଧା ହେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story