ପ୍ରଚଳିତ ଟୋଲ ବ୍ୟବସ୍ଥାକୁ ବିରୋଧ: ପଞ୍ଚମ ଦିନରେ ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ

ଭୁବନେଶ୍ୱର: ଆଜି ପଞ୍ଚମ ଦିନରେ ପହଞ୍ଚିଛି ଦେଶବ୍ୟାପୀ ଚାଲିଥିବା ଟ୍ରକ୍ ଧର୍ମଘଟ। ଓଡ଼ିଶାକୁ ଅନ୍ୟ ରାଜ୍ୟରୁ ମାଲ୍ ଧରି ଆସୁଥିବା ଟ୍ରକ ଗୁଡ଼ିକ ବିଭିନ୍ନ ସ୍ଥାନରେ ଅଟକି ରହିଛି। ବାଲେଶ୍ୱର ସୀମା ଦେଇ ଓଡ଼ିଶାକୁ ପ୍ରବେଶ କରୁଥିବା ଟ୍ରକ ଗୁଡ଼ିକରେ ରେମୁଣା ଗୋଲେଇରେ ଅଟକି ରହିଛନ୍ତି। ଧର୍ମଘଟ ଯୋଗୁଁ ଗତ ୫ ଦିନ ହେଲା ଅଟକି ରହିଛନ୍ତି ଟ୍ରକ ସବୁ। ପ୍ରଚଳିତ ଟୋଲ୍ ବ୍ୟବସ୍ଥା ଉଚ୍ଛେଦ ଓ ଟିଡିଏସ୍ କାଟ୍ ବନ୍ଦ ଦାବିରେ ସାରା ଦେଶରେ ଟ୍ରକ୍ […]

truck

truck

Rakesh Mallick
  • Published: Monday, 05 October 2015
  • Updated: 05 October 2015, 02:38 AM IST

Sports

Latest News

ଭୁବନେଶ୍ୱର: ଆଜି ପଞ୍ଚମ ଦିନରେ ପହଞ୍ଚିଛି ଦେଶବ୍ୟାପୀ ଚାଲିଥିବା ଟ୍ରକ୍ ଧର୍ମଘଟ। ଓଡ଼ିଶାକୁ ଅନ୍ୟ ରାଜ୍ୟରୁ ମାଲ୍ ଧରି ଆସୁଥିବା ଟ୍ରକ ଗୁଡ଼ିକ ବିଭିନ୍ନ ସ୍ଥାନରେ ଅଟକି ରହିଛି। ବାଲେଶ୍ୱର ସୀମା ଦେଇ ଓଡ଼ିଶାକୁ ପ୍ରବେଶ କରୁଥିବା ଟ୍ରକ ଗୁଡ଼ିକରେ ରେମୁଣା ଗୋଲେଇରେ ଅଟକି ରହିଛନ୍ତି। ଧର୍ମଘଟ ଯୋଗୁଁ ଗତ ୫ ଦିନ ହେଲା ଅଟକି ରହିଛନ୍ତି ଟ୍ରକ ସବୁ। ପ୍ରଚଳିତ ଟୋଲ୍ ବ୍ୟବସ୍ଥା ଉଚ୍ଛେଦ ଓ ଟିଡିଏସ୍ କାଟ୍ ବନ୍ଦ ଦାବିରେ ସାରା ଦେଶରେ ଟ୍ରକ୍ ଧର୍ମଘଟ ଯୋଗୁଁ ମାଲ ପରିବହନ ଗୁରୁତର ବ୍ୟାହତ ହୋଇଛି। ଏଣେ ଟ୍ରକରେ ବୋଝେଇ ହୋଇ ରହିଥିବା ମାଲ୍ ନଷ୍ଟ ହୋଇଯିବା ନେଇ ଚିନ୍ତାରେ ବ୍ୟବସାୟୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos