ସୁଖ ଆସିଲା କିନ୍ତୁ ଦୁଃଖ ଗଲାନି: ବେଲ୍‌ ପାଇଲେ ପ୍ରଶାନ୍ତ ଦାସ, ଏବେ ବାହାରିବେନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମାକାରୀଙ୍କୁ ୫ ଶହ କୋଟିରୁ ଅଧିକ ଟଙ୍କା ଚୁନା ଲଗାଇଥିବା ଚିଟ୍‌ଫଣ୍ଡ କମ୍ପାନୀ ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ବେଲ୍। ୪ ବର୍ଷ ହେଲା ଜେଲ୍‌ରେ ଥିବା ପ୍ରଶାନ୍ତଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ। ଦୁଇ ଜଣ ଜାମିନଦାରଙ୍କ ପ୍ରତିବଦଳରେ ତାଙ୍କୁ ବେଲ୍ ମିଳିଛି। ସେହିପରି ପାସ୍‌ପୋର୍ଟ ଦାଖଲ କରିବା ଲାଗି କୋର୍ଟ ପ୍ରଶାନ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ଅଧିକାରୀଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ନ ଯିବା ଲାଗି କୋର୍ଟ ସର୍ତ୍ତ ମଧ୍ୟ […]

prasant

prasant

Rakesh Mallick
  • Published: Friday, 18 August 2017
  • Updated: 18 August 2017, 08:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମାକାରୀଙ୍କୁ ୫ ଶହ କୋଟିରୁ ଅଧିକ ଟଙ୍କା ଚୁନା ଲଗାଇଥିବା ଚିଟ୍‌ଫଣ୍ଡ କମ୍ପାନୀ ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ବେଲ୍। ୪ ବର୍ଷ ହେଲା ଜେଲ୍‌ରେ ଥିବା ପ୍ରଶାନ୍ତଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ। ଦୁଇ ଜଣ ଜାମିନଦାରଙ୍କ ପ୍ରତିବଦଳରେ ତାଙ୍କୁ ବେଲ୍ ମିଳିଛି। ସେହିପରି ପାସ୍‌ପୋର୍ଟ ଦାଖଲ କରିବା ଲାଗି କୋର୍ଟ ପ୍ରଶାନ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ଅଧିକାରୀଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ନ ଯିବା ଲାଗି କୋର୍ଟ ସର୍ତ୍ତ ମଧ୍ୟ ରଖିଛନ୍ତି। ତେବେ ଅନ୍ୟ ଚିଟ୍‌ଫଣ୍ଡ୍ ମାମଲାଗୁଡିକରେ ପୂର୍ବରୁ ଯେଉଁମାନେ ବେଲ୍ ପାଇଥିଲେ ସମସ୍ତଙ୍କୁ କୋର୍ଟ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦେଇଥିଲେ। ସେହିପରି ଯେଉଁମାନେ ଦୋଷ ସ୍ୱୀକାର କରିଛନ୍ତି ସେମାନଙ୍କୁ ମଧ୍ୟ ଅର୍ଥ ଜରିମାନେ ଦେବାକୁ କୁହାଯାଇଛି। ତେବେ ପ୍ରଶାନ୍ତଙ୍କ ମାମଲାରେ କୋର୍ଟ କୌଣସି ଆର୍ଥିକ ବଣ୍ଡର ବ୍ୟବସ୍ଥା ରଖିନାହାଁନ୍ତି।

ପୂର୍ବରୁ ତାଙ୍କ ଭାଇ ପ୍ରଭାସ ଦାସଙ୍କୁ ମଧ୍ୟ ସୁପ୍ରିମକୋର୍ଟ ବିନା ଆର୍ଥିକ ମୁଚାଲିକାରେ ବେଲ୍ ଦେଇଥିଲେ। ସେହିପରି ସିସୋର କମ୍ପାନୀ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମଧ୍ୟସ୍ଥ ସାଜିଥିବା ଶୁଭଙ୍କରଙ୍କୁ ମଧ୍ୟ ବେଲ୍ ମିଳିସାରିଛି। ଠକେଇରେ ସଂପୃକ୍ତ ଜଣକ ପରେ ଜଣେ ବେଲ୍ ପାଉଥିବା ବେଳେ ଜମାକାରୀ କିନ୍ତୁ ନିରାଶ। ଚିଟ୍‌ପଣ୍ଡ ତଦନ୍ତ କମିଶନଙ୍କ ତଦନ୍ତ ମଧ୍ୟ ଅଧାରେ ଅଟକିଛି। କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ପ୍ରଥମେ ଅର୍ଥ ଫେରସ୍ତ କରାଯିବ ବୋଲି କମିଶନଙ୍କ ତରଫରୁ ସୂଚନା ଦିଆଯାଇଥିଲା ତେବେ ତାହା ଆଉ ଆଗେଇ ପାରିନାହିଁ। ଫଳରେ ଜମାକାରୀ ହତାଶ ହୋଇପଡିଛନ୍ତି।

ଚିଟ୍‌ଫଣ୍ଡ ଠକେଇ ନେଇ ବିଭିନ୍ନ ସଂସ୍ଥା ତଦନ୍ତ କରୁଛନ୍ତି ତେବେ କେବଳ ସିବିଆଇ ମାମଲାରେ ପ୍ରଶାନ୍ତଙ୍କୁ ବେଲ୍ ମିଳିଛି। ତାଙ୍କ ନାଁରେ ବି ଆହୁରି ଅନେକ ମାମଲା ଚାଲିଛି ତେଣୁ ପ୍ରଶାନ୍ତ ଏବେ ଝାରପଡ଼ା ଜେଲ୍‌ରୁ ମୁକ୍ତ ହେବା ସମ୍ଭାବନା କମ୍। ୨୦୧୩ ମସିହାରେ ପ୍ରଶାନ୍ତଙ୍କୁ ମୁମ୍ବାଇରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story