ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ CII ଓହରିବା ପଛରେ ଷଡ଼ଯନ୍ତ୍ର ରହିଛି: ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ CII ଓହରିବା ପଛରେ ଷଡ଼ଯନ୍ତ୍ର ରହିଥିବା ବିଜେଡି କହିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ପୂର୍ବ ୩ଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେୟ CII ପାର୍ଟନର ଥିଲା। ଏଥର ବି ପାର୍ଟନର ଥିଲା, ଜାନୁଆରୀରେ ବଜେଟ ଦେଇଥିଲା। ଏମିତିକି ସଂଗଠନ ପକ୍ଷରୁ ଫେବ୍ରୁଆରୀରେ କୋଅର୍ଡିନେଟର ବି ନିଯୁକ୍ତି କରାଯାଇଥିଲା। ଏବେ ହଠାତ ଗତ ୪ ତାରିଖରେ CII ପକ୍ଷରୁ ଚିଠି ଲେଖାଯାଇ, ପୂର୍ବରୁ […]

ghh

ghh

Rakesh Mallick
  • Published: Wednesday, 11 April 2018
  • Updated: 11 April 2018, 02:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ CII ଓହରିବା ପଛରେ ଷଡ଼ଯନ୍ତ୍ର ରହିଥିବା ବିଜେଡି କହିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ପୂର୍ବ ୩ଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେୟ CII ପାର୍ଟନର ଥିଲା। ଏଥର ବି ପାର୍ଟନର ଥିଲା, ଜାନୁଆରୀରେ ବଜେଟ ଦେଇଥିଲା। ଏମିତିକି ସଂଗଠନ ପକ୍ଷରୁ ଫେବ୍ରୁଆରୀରେ କୋଅର୍ଡିନେଟର ବି ନିଯୁକ୍ତି କରାଯାଇଥିଲା। ଏବେ ହଠାତ ଗତ ୪ ତାରିଖରେ CII ପକ୍ଷରୁ ଚିଠି ଲେଖାଯାଇ, ପୂର୍ବରୁ ଅନ୍ୟ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରହିଥିବା କହି ଓହରିଗଲେ।

ପୂର୍ବରୁ ରାଜ୍ୟ ସରକାରଙ୍କ ସହ ଆଲୋଚନା ବେଳେ ଏହା ଜଣା ନ ଥିଲା କି ବୋଲି ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି।  ଏମିତି ହଠାତ୍‌ ଓହରିବା ପଛରେ ଷଡ଼ଯନ୍ତ୍ର ରହିଥିବା ସେ କହିଛନ୍ତି। ଏନେଇ ପ୍ରତାପ CIIର ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ଜଗି ମଙ୍ଗତ ପଣ୍ଡାଙ୍କ ନାଁ ନେଇ ତାଙ୍କ ଚାପରେ ହୋଇନି ତ ବୋଲି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି,ଓଡ଼ିଶା CII ସହ ସେ ସଂପୃକ୍ତ ନ ଥିବା କାଲି ଜଗି ମଙ୍ଗତ କହିଥିଲେ।  ଜଗି ମଙ୍ଗତଙ୍କ ସ୍ପଷ୍ଟୀକରଣ ପରେ ଆମ ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଛି। ଏଥିସହ CII ଓଡ଼ିଶାର ସଭାପତି ଓ ଉପସଭାପତି କାଲି ଇସ୍ତଫା ଦେଇଛନ୍ତି। CII ଓହରିବା ନେଇ ଚାପ ପଡ଼ିବାରୁ ଉଭୟ ଇସ୍ତଫା ଦେଇଥିବା ସନ୍ଦେହ ହେଉଛି। ବ୍ୟକ୍ତି ସ୍ୱାର୍ଥକୁ ନେଇ ରାଜ୍ୟ ସ୍ୱାର୍ଥକୁ ଉପେକ୍ଷା କଲେ ବିଜେଡି ଚୁପ୍ ବସିବନି ବୋଲି ପ୍ରତାପ କହିଛନ୍ତି।

ଗତକାଲି CII ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ଜଗି ମଙ୍ଗତ୍ ପଣ୍ଡା କହିଥିଲେ ଯେ, ସେ ଏବେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ସହ ହୋଇଥିବା ଆଲୋଚନାରେ ସେ ଆଦୌ ସଂଶ୍ଳିଷ୍ଟ ନ ଥିଲେ।

ସେହିପରି ସେ CIIର ଷ୍ଟେଟ୍ କମିଟିର ସଦସ୍ୟ ମଧ୍ୟ ନାହାନ୍ତି। ଓଡ଼ିଶା ସଂପର୍କିତ ସମସ୍ତ ନିଷ୍ପତ୍ତି ଷ୍ଟେଟ୍ କାଉନସିଲର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନେଇ ଥାଆନ୍ତି।  ବିଗତ ଅନେକ ବର୍ଷ ଧରି CIIର ଓଡ଼ିଶା ବ୍ୟାପାର ସହ ତାଙ୍କର କୌଣସି ସଂପର୍କ ନାହିଁ। CIIର ରାଜ୍ୟ ଅଫିସ୍, ସରକାରଙ୍କ ସହ ଉତ୍ତମ ସହଯୋଗ ରଖି କାମ କରେ ଓ ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ସଫଳ କରିବା ଲାଗି ସମସ୍ତ ସହଯୋଗ କରିବ ବୋଲି ସେ ‌ଆଶା ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story