‘ପ୍ରଭାତଙ୍କ ନିର୍ଦ୍ଦେଶରେ ମହିଳାଙ୍କ ଦେହରୁ କଳା ଓଢ଼ଣି କଢ଼ାଯାଇଛି’

ସୁନ୍ଦରଗଡ଼: ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କ ଦେହରୁ କଳା ଓଢ଼ଣି କଢ଼ାଯାଇଥିଲା। ଏପରି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଯୋଗେଶ ସିଂହ ଓ ପ୍ରଫୁଲ୍ଲ ମାଝି। ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସିଂହ କହିଛନ୍ତି,“ବିରୋଧ କରିବା ବିରୋଧୀ ଦଳର ସାମ୍ୱିଧାନିକ ଅଧିକାର। ତେବେ ପ୍ରଭାତ ବିଶ୍ୱାଳଙ୍କର ମନରେ କ’ଣ ଡର ପଶିଲା ମୁଖ୍ୟମନ୍ତ୍ରୀଙ୍କ ସଭା ପୂର୍ବରୁ ମହିଳାମାନଙ୍କ ଦେହରୁ କଳା ଓଢ଼ଣି କାଢ଼ିବା ପାଇଁ ସେ ପୋଲିସ୍‌କୁ ନିର୍ଦ୍ଦେଶ ଦେଲେ। […]

prafull-and-jogash

prafull-and-jogash

Rakesh Mallick
  • Published: Sunday, 11 December 2016
  • Updated: 11 December 2016, 11:11 PM IST

Sports

Latest News

prafull-and-jogashସୁନ୍ଦରଗଡ଼: ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କ ଦେହରୁ କଳା ଓଢ଼ଣି କଢ଼ାଯାଇଥିଲା। ଏପରି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଯୋଗେଶ ସିଂହ ଓ ପ୍ରଫୁଲ୍ଲ ମାଝି।

ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସିଂହ କହିଛନ୍ତି,“ବିରୋଧ କରିବା ବିରୋଧୀ ଦଳର ସାମ୍ୱିଧାନିକ ଅଧିକାର। ତେବେ ପ୍ରଭାତ ବିଶ୍ୱାଳଙ୍କର ମନରେ କ’ଣ ଡର ପଶିଲା ମୁଖ୍ୟମନ୍ତ୍ରୀଙ୍କ ସଭା ପୂର୍ବରୁ ମହିଳାମାନଙ୍କ ଦେହରୁ କଳା ଓଢ଼ଣି କାଢ଼ିବା ପାଇଁ ସେ ପୋଲିସ୍‌କୁ ନିର୍ଦ୍ଦେଶ ଦେଲେ। ଏହା ଦୁର୍ଭାଗ୍ୟର ବିଷୟ।”

ସେ ଆହୁରି କହିଛନ୍ତି,“ଜିଲ୍ଲା ଦାୟିତ୍ୱରେ ଥିବା ପ୍ରଭାତ ବିଶ୍ୱାଳ ପ୍ରତ୍ୟକ ଅଫିସ୍‌କୁ ଯାଇ ପାର୍ଟି କାର୍ଯ୍ୟକ୍ରମ ପାଇଁ ଚାନ୍ଦା ମାଗୁଛନ୍ତି। ଏପରିକି ନିଜ ଦଳ କର୍ମୀଙ୍କ ପାଇଁ ଚାକିରି ମାଗୁଛନ୍ତି। ଏ ସମ୍ପର୍କରେ ଅଫିସରମାନେ ସିଧାସଳଖ ନ କହିଲେ ମଧ୍ୟ ପରୋକ୍ଷରେ ସଙ୍କେତ ଦେଇଛନ୍ତି। ଆମେ ସେମାନଙ୍କୁ ସଚେତନ କରିବାକୁ ଚାହୁଁଛୁ ସମୟ ଥାଇ ସୁଧୁରି ଯାଅ, ନହେଲେ ସେମାନେ ସୁନ୍ଦରଗଡ଼ ଆସିଲେ ଆମେ ଅଣ୍ଡା ମାଡ଼ କରିବାକୁ ପଛାଇବୁ ନାହିଁ।”

ପ୍ରଫୁଲ୍ଲ ମାଝି କହିଛନ୍ତି,“ବିଜେଡି ସାଙ୍ଗଠନିକ ଦାୟିତ୍ୱରେ ଥିବା ପ୍ରଭାତ ବିଶ୍ୱାଳ ବିଭିନ୍ନ ଅଫିସ୍‌କୁ ଯାଇ ଚାନ୍ଦା ମାଗିବା ସହିତ କର୍ମୀଙ୍କ ପାଇଁ ଚାକିରି ଯୋଗାଇବାକୁ କହିବା ଦୁର୍ଭାଗ୍ୟର ବିଷୟ। ଜଣେ ବିଧାୟକ ହିସାବରେ ପ୍ରଭାତ ନିଜର କାମ କ’ଣ ଜାଣିବା କଥା।”

ଦୁଇ ବିଧାୟକଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ପ୍ରଭାତ ବିଶ୍ୱାଳ। ସେ କହିଛନ୍ତି,“ସୁନ୍ଦରଗଡ଼ରେ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସଭା ସଫଳ ହୋଇଛି। ଏଥିରେ ଇର୍ଷାନ୍ୱିତ ହୋଇ ସେମାନେ ମୋ ଉପରେ ଏପରି ଅଭିଯୋଗ ଆଣୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story