ଓଡ଼ିଶା ଆସିବେ ରାଷ୍ଟ୍ରପତି, ପଢ଼ନ୍ତୁ କେଉଁ ଦିନ କେଉଁଠାକୁ ଯିବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଓଡ଼ିଶାରେ ଦୁଇ ଦିନ ରହିବେ। ୧୭ ତାରିଖ ପୂର୍ବାହ୍ନ ୧୦ଟା ୪୫ରେ ସେ ଭୁବନେଶ୍ୱର ପହଞ୍ଚିବେ। ୧୧ଟା ୫୫ରେ କଟକରେ ନେତାଜୀ ମ୍ୟୁଜିୟମ ପରିଦର୍ଶନ କରିବେ। ଅପରାହ୍ନ ୧ଟାରେ ଆନନ୍ଦ ଭବନ ମ୍ୟୁଜିୟମ ଲୋକାର୍ପଣ କରିବେ। ୩ଟା ୩୦ରେ ନ୍ୟାସନାଲ ଲ’ ୟୁନିଭର୍ସିଟିର ପ୍ରତିଷ୍ଠା ଦିବସରେ ଯୋଗଦାନ କରିବେ। ୧୮ ତାରିଖ ସକାଳ ୭ଟା ୩୦ରେ ରାଷ୍ଟ୍ରପତି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ […]

president ram nath kovind coming to odisha

Rakesh Mallick
  • Published: Friday, 09 March 2018
  • Updated: 09 March 2018, 11:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଓଡ଼ିଶାରେ ଦୁଇ ଦିନ ରହିବେ। ୧୭ ତାରିଖ ପୂର୍ବାହ୍ନ ୧୦ଟା ୪୫ରେ ସେ ଭୁବନେଶ୍ୱର ପହଞ୍ଚିବେ। ୧୧ଟା ୫୫ରେ କଟକରେ ନେତାଜୀ ମ୍ୟୁଜିୟମ ପରିଦର୍ଶନ କରିବେ। ଅପରାହ୍ନ ୧ଟାରେ ଆନନ୍ଦ ଭବନ ମ୍ୟୁଜିୟମ ଲୋକାର୍ପଣ କରିବେ। ୩ଟା ୩୦ରେ ନ୍ୟାସନାଲ ଲ’ ୟୁନିଭର୍ସିଟିର ପ୍ରତିଷ୍ଠା ଦିବସରେ ଯୋଗଦାନ କରିବେ।

୧୮ ତାରିଖ ସକାଳ ୭ଟା ୩୦ରେ ରାଷ୍ଟ୍ରପତି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ସେହିଦିନ ସକାଳ ୧୦ଟାରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଅପରାହ୍ନ ୧ଟାରେ ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ। ୩ଟା ୩୦ରେ ଆଇଆଇଟି ଭୁବନେଶ୍ୱର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story