ପୁରୀରେ ରାଷ୍ଟ୍ରପତି କ’ଣ ଖାଇବେ?

ପୁରୀ (ଓଡ଼ିଶା ରିପୋର୍ଟର): ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଠାରେ ସେ ଦୁଇ ଦିନ ରହିବେ। ସେଥିରୁ ଗୋଟିଏ ରାତି ଶ୍ରୀକ୍ଷେତ୍ରରେ ବିତେଇବେ। ଏଥିପାଇଁ ପୁରୀ ସର୍କିଟ୍‌ ହାଉସ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ପାଇଁ ଇଣ୍ଡିଆନ୍‌ କଣ୍ଟିନେଣ୍ଟାଲ୍‌ ଓ ଚାଇନିଜ୍‌ ଖାଦ୍ୟ ସହ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯିବ। ଓଡ଼ିଆ ଖାଦ୍ୟ ଭାବେ ପଲଉ, ଖେଚୁଡ଼ି, ଡାଲମା, ସନ୍ତୁଳା, ବଡ଼ିଚୁରା, ବେସର, ଚମାଟୋ ଖଜୁରୀ ଖଟା, ଫ୍ରୁଟ୍ସ ସାଲାଡ୍‌ […]

president

president

Rakesh Mallick
  • Published: Friday, 16 March 2018
  • Updated: 16 March 2018, 09:49 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଠାରେ ସେ ଦୁଇ ଦିନ ରହିବେ। ସେଥିରୁ ଗୋଟିଏ ରାତି ଶ୍ରୀକ୍ଷେତ୍ରରେ ବିତେଇବେ। ଏଥିପାଇଁ ପୁରୀ ସର୍କିଟ୍‌ ହାଉସ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ପାଇଁ ଇଣ୍ଡିଆନ୍‌ କଣ୍ଟିନେଣ୍ଟାଲ୍‌ ଓ ଚାଇନିଜ୍‌ ଖାଦ୍ୟ ସହ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯିବ। ଓଡ଼ିଆ ଖାଦ୍ୟ ଭାବେ ପଲଉ, ଖେଚୁଡ଼ି, ଡାଲମା, ସନ୍ତୁଳା, ବଡ଼ିଚୁରା, ବେସର, ଚମାଟୋ ଖଜୁରୀ ଖଟା, ଫ୍ରୁଟ୍ସ ସାଲାଡ୍‌ ଓ ପନିର ଆଦି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ। ସେହିପରି ମିଠାରେ ରସଗୋଲା, ଛେନାପୋଡ଼, ଖୀରସାଗର, ରାବିଡି ଆଦି ରାଷ୍ଟ୍ରପତିଙ୍କ ମେନ୍ୟୁରେ ରହିଛି। ଏହାଛଡ଼ା ମହାପ୍ରସାଦରେ ଅନ୍ନ, ଖେଚୁଡ଼ି, ଡାଲି, ଡାଲେମା, ବେସର, ଶାଗ, ଛେନାବଡ଼ି, ଆମ୍ଭାଲୁ ପିଠା ଓ ଖଜା ଆଦି ମଧ୍ୟ ରାଷ୍ଟ୍ରପତିଙ୍କ ମେନ୍ୟୁରେ ରହିଛି। ରବିବାର ସକାଳ ୭ ଟା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ସର୍କିଟ୍‌ ହାଉସ୍‌କୁ ଫେରିବା ପରେ ରାଷ୍ଟ୍ରପତି ଇଡ୍‌ଲି, ଉପମା ଓ ବରା ଆଦି ଜଳଖିଆ ଖାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story