ପୋଲିସ ପଦକ ଘୋଷଣା

ନୂଆଦିଲ୍ଲୀ: ଆସନ୍ତାକାଲି ସମଗ୍ର ଦେଶ ପାଳନ କରିବ ୭୧ତମ ସ୍ୱାଧୀନତା ଦିବସ। ଏହାର ଅବ୍ୟବହିତ ପୂର୍ବରୁ ପୋଲିସ ମେଡାଲ ଘୋଷଣା। ସମଗ୍ର ଦେଶରେ ମୋଟ ୯୯୦ ପୋଲିସ କର୍ମଚାରୀଙ୍କୁ ମିଳିବ ପଦକ। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ ଜଣେ ରାଷ୍ଟ୍ରପତି ପୋଲିସ୍‌ ପଦକ, ୧୭ ଜଣଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡ଼ ଓ ୮ ଜଣ ପୋଲିସ କର୍ମଚାରୀଙ୍କୁ ମେରିଟୋରିୟସ ସେବା ପଦକ ମିଳିବ। ଉଲ୍ଲେଖନୀୟ ସେବା ପାଇଁ ଏଏସ୍‌ପି ରବୀନ୍ଦ୍ର ମହାପାତ୍ର ପାଇବେ ରାଷ୍ଟ୍ରପତି ପୋଲିସ ପଦକ। ୧୭ ଜଣ […]

president

president

Rakesh Mallick
  • Published: Monday, 14 August 2017
  • Updated: 14 August 2017, 10:51 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ସମଗ୍ର ଦେଶ ପାଳନ କରିବ ୭୧ତମ ସ୍ୱାଧୀନତା ଦିବସ। ଏହାର ଅବ୍ୟବହିତ ପୂର୍ବରୁ ପୋଲିସ ମେଡାଲ ଘୋଷଣା। ସମଗ୍ର ଦେଶରେ ମୋଟ ୯୯୦ ପୋଲିସ କର୍ମଚାରୀଙ୍କୁ ମିଳିବ ପଦକ। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ ଜଣେ ରାଷ୍ଟ୍ରପତି ପୋଲିସ୍‌ ପଦକ, ୧୭ ଜଣଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡ଼ ଓ ୮ ଜଣ ପୋଲିସ କର୍ମଚାରୀଙ୍କୁ ମେରିଟୋରିୟସ ସେବା ପଦକ ମିଳିବ।

ଉଲ୍ଲେଖନୀୟ ସେବା ପାଇଁ ଏଏସ୍‌ପି ରବୀନ୍ଦ୍ର ମହାପାତ୍ର ପାଇବେ ରାଷ୍ଟ୍ରପତି ପୋଲିସ ପଦକ। ୧୭ ଜଣ ପୋଲିସ କର୍ମଚାରୀ ପାଇବେ ରାଷ୍ଟ୍ରପତି ଗ୍ୟାଲେଣ୍ଟ୍ରି ପଦକ। ସେମାନେ ହେଲେ ହାବିଲଦାର ଭବାନୀ ପ୍ରଧାନ, ଡେପୁଟୀ ସୁବେଦାର କିରଣ କୁମାର, କନଷ୍ଟେବଲ ମନୋରଂଜନ ନାୟକ, ଉଦୟ ଶଙ୍କର ପାତ୍ର, କନଷ୍ଟେବଲ ଧନେଶ୍ୱର ମୁଦୁଲି, ପ୍ରେମାନନ୍ଦ ପ୍ରଧାନ, କନଷ୍ଟେବଲ ହେମନ୍ତ ପ୍ରଧାନ, ସର୍ଜେଣ୍ଟ ଟୁନୁ ସାହୁ, ଏସ୍ଆଇ ବିକାଶ ପାତ୍ର,  କନଷ୍ଟେବଲ ରାଜକିଶୋର ପ୍ରଧାନ, କନଷ୍ଟେବଲ ହୃଷିକେଶ ଜାଲ, କନଷ୍ଟେବଳ ରାମଚନ୍ଦ୍ର ହେମ୍ବ୍ରମ, କନଷ୍ଟେବଲ ସାମନ୍ତ ମାଝୀ, କନଷ୍ଟେବଲ ସ୍ୱର୍ଗତ ସୁରେଶ ହେମ୍ବ୍ରମ, ସର୍ଜେଣ୍ଟ  ଶାନ୍ତନୁ ପ୍ରଧାନ, ହାବିଲଦାର ଅମିତ ବିଶ୍ୱାଳ।

ସେହିପରି ରାଜ୍ୟର ୮ ପୋଲିସ କର୍ମଚାରୀଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ। ସେମାନେ ଏଏସ୍‌ପି କାର୍ତ୍ତିକେଶ୍ୱର ସାମଲ, ଏଆଇଜି କିଶୋର ଡଙ୍ଗାୟତ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନରେଶ ପଟେଲ, ଏସ୍ଆଇ ବିଜୟ ଦାସ, ହାବିଲଦାର ମହମ୍ମଦ ସବିର, ହାବିଲଦାର ଗୌତମ ସ୍ୱାଇଁ, କନଷ୍ଟେବଳ ସାଗର ଗୁହା, କନଷ୍ଟେବଳ ସଂଜୁକ୍ତା ପଟ୍ଟନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story