ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କଲେ ବିଚାରାଧୀନ କଏଦୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ରାଜଧାନୀରେ ଭୁବନେଶ୍ୱରରେ ଥିବା ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ଜିତେନ୍ଦ୍ର ବିଶ୍ୱାଳ। ଜିତେନ୍ଦ୍ର ଏକ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥାଇ ନିକଟରେ କୋର୍ଟ ପରିସରରେ ଦୁର୍ବ୍ୟବହାର ପ୍ରଦର୍ଶନ କରି ମାଡ଼ ଖାଇଥିଲେ। ଜେଲରେ ସେ  ବିଚାରାଧୀନ କଏଦୀ ଭବେ ରହୁଥିଲେ। ଆଜି ଭୋରରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ […]

Jharpada-Jail

Jharpada-Jail

Rakesh Mallick
  • Published: Saturday, 12 May 2018
  • Updated: 12 May 2018, 11:22 AM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ରାଜଧାନୀରେ ଭୁବନେଶ୍ୱରରେ ଥିବା ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ଜିତେନ୍ଦ୍ର ବିଶ୍ୱାଳ। ଜିତେନ୍ଦ୍ର ଏକ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥାଇ ନିକଟରେ କୋର୍ଟ ପରିସରରେ ଦୁର୍ବ୍ୟବହାର ପ୍ରଦର୍ଶନ କରି ମାଡ଼ ଖାଇଥିଲେ। ଜେଲରେ ସେ  ବିଚାରାଧୀନ କଏଦୀ ଭବେ ରହୁଥିଲେ। ଆଜି ଭୋରରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ସମ୍ପର୍କରେ କୌଣସି ଅଧିକ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି କର୍ତ୍ତୁପକ୍ଷ।

ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ।  ଜିତେନ୍ଦ୍ରଙ୍କ ମୃତଦେହକୁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇ ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, କଏଦୀଙ୍କ ମାନସିକ ସ୍ଥିତ କିଭଳି ରହୁଛି, ସେମାନଙ୍କ ହାବଭାବରେ ପରିବର୍ତ୍ତନ ହେଉଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରିବାକୁ କାଉନ୍‌ସେଲିଂ ଟିମ୍‌ ରହିଛି। ଏହି ଟିମ୍‌ ଜରିଆରେ ସେମାନଙ୍କ ସ୍ଥିତି ସମ୍ପର୍କରେ ତର୍ଜମା କରାଯାଇଥାଏ। ତେଣୁ କିଭଳି ପରିସ୍ଥିତିରେ ଜିତେନ୍ଦ୍ର ଥିଲେ ଓ କାହିଁକି ଏଭଳି ଗୁରୁତର ପଦକ୍ଷେପ ନେଲେ ସେ ସମ୍ପର୍କରେ କେହି ଜାଣିପାରିଲେ ନାହିଁ କିପରି ବୋଲି ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story