ରଥ ନିର୍ମାଣରେ ବିଭ୍ରାଟ, ଇସ୍ତଫା ଦେଲେ ୩ ମୁଖ୍ୟ ମହାରଣା

ପୁରୀ(ଓଡିଶା ରିପୋର୍ଟର): ଭଉଁରୀ ଯାତ୍ରାର ଦିନକ ପୂର୍ବରୁ ରଥ ନିର୍ମାଣରେ ବିଭ୍ରାଟ। ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଏକ ଅଖ ମଧ୍ୟ ଦୁର୍ବଳ ଥିବା ଜଣାପଡିବା ପରେ ଦୁର୍ବଳ ଅଖ କାଠକୁ ବଦଳା ଯାଇଛି। ସେହିପରି ତାଳଧ୍ୱଜ ରଥର ୪୦ ଫୁଟିଆ ଧଉରା କାଠ ସମ୍ପୂର୍ଣ୍ଣ ଦୁର୍ବଳ ଏବଂ ଦେବୀ ସୁଭଦ୍ରାଙ୍କ ରଥର ପହିରେ ଦେଖାଦେଇଛି ଫାଟ । ବିଧି ମୁତାବକ ଭଉଁରୀ ଦିନ ରଥର ଚକ ଡେରା ହେବା କଥା । ହେଲେ ରଥନିର୍ମାଣ କମିଟି […]

3642687233_fa441714a5_o-1--591c5f505f9b58f4c090ea7c

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 06:43 PM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର): ଭଉଁରୀ ଯାତ୍ରାର ଦିନକ ପୂର୍ବରୁ ରଥ ନିର୍ମାଣରେ ବିଭ୍ରାଟ। ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଏକ ଅଖ ମଧ୍ୟ ଦୁର୍ବଳ ଥିବା ଜଣାପଡିବା ପରେ ଦୁର୍ବଳ ଅଖ କାଠକୁ ବଦଳା ଯାଇଛି। ସେହିପରି ତାଳଧ୍ୱଜ ରଥର ୪୦ ଫୁଟିଆ ଧଉରା କାଠ ସମ୍ପୂର୍ଣ୍ଣ ଦୁର୍ବଳ ଏବଂ ଦେବୀ ସୁଭଦ୍ରାଙ୍କ ରଥର ପହିରେ ଦେଖାଦେଇଛି ଫାଟ । ବିଧି ମୁତାବକ ଭଉଁରୀ ଦିନ ରଥର ଚକ ଡେରା ହେବା କଥା । ହେଲେ ରଥନିର୍ମାଣ କମିଟି ଏବଂ ଇଞ୍ଜିନିୟର ଟିମ୍ର ଯାଞ୍ଚ ପରେ ଏହି ତଥ୍ୟ ପଦାକୁ ଆସିଛି ।

ଏ ନେଇ ରଥ ନିର୍ମାଣ କମିଟିର ତିନି ମୁଖ୍ୟ ମହାରଣା ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ପହି ଓ ଅଖକୁ ପରିବର୍ତ୍ତନ କରାଯିବା ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଗତବର୍ଷ ମଧ୍ୟ ଜୁନ ୨୧ ତାରିଖରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ସମୟରେ ଦେବଦଳନ ରଥ ଅଖରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଥିଲା  । ଏପରିକି ଦେବଦଳନ ରଥ ଅଖକୁ ଲୁହା ଚେନରେ ବାନ୍ଧି ରଖାଯାଇଥିଲା। ପରେ ଦେବଦଳନ ରଥର ଅଖକୁ ଯୁଦ୍ଧକାଳୀନ ଭିତ୍ତିରେ ପରିବର୍ତ୍ତନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story