ପ୍ରଫେସର ମନୋରଞ୍ଜନ କରଙ୍କୁ ଏନସିସି କର୍ଣ୍ଣେଲ ସମ୍ମାନ

ଭୁବନେଶ୍ୱର: ଓଡ଼ିଶା କୃଷି ଏବଂ ବୈଶୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁଳପତି ପ୍ରଫେସର ମନୋରଞ୍ଜନ କରଙ୍କୁ ରାଜ୍ୟରେ ଏନସିସି କର୍ଣ୍ଣେଲ ସମ୍ମାନରେ ସମ୍ମାନିତ କରାଯାଇଛି। ରାଜ୍ୟପାଳ ଡ. ଏସ.ସି. ଜମିର ଆଜି ରାଜଭବନରେ ଡ. କରଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ଅବସରରେ ଓଡ଼ିଶା ଏନସିସି ଡେପୁଟି ଡାଇରେକ୍ଟର ଜେନେରାଲ କମାଣ୍ଡର ଲଳିତ କୁମାର ଅଗ୍ରୱାଲ,  କଟକ ଏନସିସି ଗ୍ରୁପ କମାଣ୍ଡର କର୍ଣ୍ଣେଲ ରାଜୀବ ସକସେନା ଉପସ୍ଥିତ ଥିଲେ । ଓଡ଼ିଶାରେ ଏନସିସି ଆଗକୁ ଆସିବାରେ ଡ. […]

ncc

ncc

Rakesh Mallick
  • Published: Tuesday, 21 July 2015
  • Updated: 21 July 2015, 04:19 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା କୃଷି ଏବଂ ବୈଶୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁଳପତି ପ୍ରଫେସର ମନୋରଞ୍ଜନ କରଙ୍କୁ ରାଜ୍ୟରେ ଏନସିସି କର୍ଣ୍ଣେଲ ସମ୍ମାନରେ ସମ୍ମାନିତ କରାଯାଇଛି। ରାଜ୍ୟପାଳ ଡ. ଏସ.ସି. ଜମିର ଆଜି ରାଜଭବନରେ ଡ. କରଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ଅବସରରେ ଓଡ଼ିଶା ଏନସିସି ଡେପୁଟି ଡାଇରେକ୍ଟର ଜେନେରାଲ କମାଣ୍ଡର ଲଳିତ କୁମାର ଅଗ୍ରୱାଲ,  କଟକ ଏନସିସି ଗ୍ରୁପ କମାଣ୍ଡର କର୍ଣ୍ଣେଲ ରାଜୀବ ସକସେନା ଉପସ୍ଥିତ ଥିଲେ । ଓଡ଼ିଶାରେ ଏନସିସି ଆଗକୁ ଆସିବାରେ ଡ. କର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ଲାଗି ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos