ଟପ୍‌ ଟେନ୍‌ ଧନୀ ତାଲିକାଲରେ ନବୀନ: ଜାଣନ୍ତୁ ତାଙ୍କର ସମ୍ପତ୍ତି କେତେ? 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟପ୍‌ଟେନ୍‌ ଧନୀ ତାଲିକାରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଧନୀ ତାଲିକାରେ ୧ ନମ୍ୱରରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ତାଙ୍କ ସଂପତ୍ତି ପରିମାଣ ୧୭୭ କୋଟି ଟଙ୍କାରୁ ଅଧିକ। ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ତ୍ରିପୁରାର ମାନିକ୍ ସରକାର। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ସ୍ଥାନରେ ରହିଛନ୍ତି। ଆସୋସିଏସନ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର୍‌) ପକ୍ଷରୁ ଏହି ରିପୋର୍ଟ ଜାରି ହୋଇଛି। ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ […]

Naveen-Patnaik

Naveen-Patnaik

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 10:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟପ୍‌ଟେନ୍‌ ଧନୀ ତାଲିକାରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଧନୀ ତାଲିକାରେ ୧ ନମ୍ୱରରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ତାଙ୍କ ସଂପତ୍ତି ପରିମାଣ ୧୭୭ କୋଟି ଟଙ୍କାରୁ ଅଧିକ। ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ତ୍ରିପୁରାର ମାନିକ୍ ସରକାର। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ସ୍ଥାନରେ ରହିଛନ୍ତି। ଆସୋସିଏସନ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର୍‌) ପକ୍ଷରୁ ଏହି ରିପୋର୍ଟ ଜାରି ହୋଇଛି।

ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୫ ଜଣ କୋଟିପତି ଅଛନ୍ତି। ଏହି କୋଟିପତି ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡୁ। ତାଙ୍କ ସମୁଦାୟ ସଂପତ୍ତି ପରିମାଣ ୧୭୭ କୋଟି ୪୮ ଲକ୍ଷ ଟଙ୍କା। ସଂପତ୍ତି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ। ତାଙ୍କ ମୋଟ ସଂପତ୍ତି ପରିମାଣ ୧୨୯ କୋଟି ୫୭ ଲକ୍ଷ ଟଙ୍କା। ପେମା ଖଣ୍ଡୁଙ୍କ ପଛକୁ ଅଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ତାଙ୍କ ନିକଟରେ ପ୍ରାୟ ୪୮ କୋଟି ଟଙ୍କାର ସଂପତ୍ତି ରହିଛି।  ସଂପତ୍ତି ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ମୋଟ୍ ସଂପତ୍ତି ପରିମାଣ ୧୨ କୋଟି ୦୬ ଲକ୍ଷ ୩୭ ହଜାର ୪୩୩  ଟଙ୍କା ରହିଛି। ତା ମଧ୍ୟରୁ ସ୍ଥାବର ସଂପତ୍ତି ପରିମାଣ ୧୧ କୋଟି ୮୮ ଲକ୍ଷ ୬୨ ହଜାର ଓ ଅସ୍ଥାବର ସଂପତ୍ତି ପରିମାଣ  ୧୭ ଲକ୍ଷ ୭୫ ହଜାର ୪୩୩  ଟଙ୍କା ରହିଛି। ଦେଶର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଲେ ୨୦ ବର୍ଷ ଧରି ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ଥିବା ମାନିକ୍ ସରକାର। ତାଙ୍କ ନିକଟରେ ପ୍ରାୟ ୨୭ ଲକ୍ଷ ଟଙ୍କାର ସଂପତ୍ତି ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ ମଧ୍ୟ ସେମିତି କିଛି ସଂପତ୍ତି ନାହିଁ। ତାଙ୍କର ସଂପତ୍ତି ପରିମାଣ ପ୍ରାୟ ୩୦ ଲକ୍ଷ ଟଙ୍କା।

ଦେଶର ୨୯ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନେ ବିଧାନସଭାରେ ଦାଖଲ କରିଥିବା ସତ୍ୟପାଠକୁ  ବିଶ୍ଳେଷଣ କରି ସଂପତ୍ତି ତାଲିକା ପ୍ରସ୍ତୁତ କରିଛନ୍ତି ଆସୋସିଏସନ ଫର୍‌ ଡେମୋକ୍ରାଟିକ୍ ରିଫର୍ମସ ଓ ନ୍ୟାସନାଲ ଇଲେକସନ୍‌ ଓ୍ୱାଚ୍।

ନବୀନଙ୍କ ନାଁରେ କୌଣସି ମାମଲା ନାହିଁ

କେବଳ ସଂପତ୍ତି ନୁହେଁ ମୁଖ୍ୟମନ୍ତ୍ରୀମାନଙ୍କ ବିଷୟରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ଏଡିଆର୍‌। ୩୧ ଜଣଙ୍କ ମଧ୍ୟରୁ ୧୧ ଜଣ ଅର୍ଥାତ୍ ୩୫ ପ୍ରତିଶତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧ ମାମଲା ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‌ନାଭିସ୍‌ଙ୍କ ବିରୋଧରେ ରହିଛି ସବୁଠୁ ଅଧିକ ୨୨ଟି ମାମଲା। ଯେଉଁଥିରୁ ୩ଟି ଅତି ଗୁରୁତର। କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ନାଁରେ ୧୧ଟି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ବିରୋଧରେ ୧୦ଟି ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନାଁରେ ରହିଛି ୮ଟି ମାମଲା ରହିଛି। ତେବେ ନବୀନଙ୍କ ସମେତ ୨୦ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ କୌଣସି ମାମଲା ନାହିଁ।

ଶିକ୍ଷାଗତ ଯୋଗ୍ୟତା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୧୦ ପ୍ରତିଶତ ଦ୍ୱାଦଶ ପାସ୍ ହୋଇଥିବା ବେଳେ ୩୯ ପ୍ରତିଶତ ସ୍ନାତ୍ତକ ଓ ୩୨ ପ୍ରତିଶତ ପେସାଦାର ସ୍ନାତ୍ତକ, ୧୬ ପ୍ରତିଶତ ସ୍ନାତୋକତ୍ତର ଓ ୩ ପ୍ରତିଶତ ଡାକ୍ତର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story