ଗରା ମାଠିଆ ଧରି ରାସ୍ତା ଉପରେ ମହିଳା

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁମୁସି ପଞ୍ଚାୟତରେ ପାଣି ସମସ୍ୟା। ଏଥିପାଇଁ ପରଜଙ୍ଗ ସାନ୍ଦା ମୁଖ୍ୟରାସ୍ତା ଉପରେ ଗରା ବାଲଟି ଧରି ଶତାଧିକ ମହିଳା ରାସ୍ତାରୋକ କରିଥିଲେ। ସେମାନଙ୍କର ଦାବି ହେଲା, ପଞ୍ଚାୟତରେ ଦୀର୍ଘଦିନରୁ ପାଣି ସମସ୍ୟା ଲାଗିରହିଥିବା ବେଳେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାଁନ୍ତି। ଏହାର ପ୍ରତିବାଦରେ ଆଜି ସକାଳୁ ଶତାଧିକ ମହିଳା ଆନ୍ଦୋଳନକୁ ଓହ୍ଲାଇଥିଲେ। ପାଣି ସମସ୍ୟା ଦୂର ନହେବାଯାଏ ଏମିତି […]

c646a5ba-4f9b-4807-a0d4-184ecf70ce16

c646a5ba-4f9b-4807-a0d4-184ecf70ce16

Ordigital Desk
  • Published: Thursday, 31 May 2018
  • Updated: 31 May 2018, 08:37 PM IST

Sports

Latest News

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁମୁସି ପଞ୍ଚାୟତରେ ପାଣି ସମସ୍ୟା। ଏଥିପାଇଁ ପରଜଙ୍ଗ ସାନ୍ଦା ମୁଖ୍ୟରାସ୍ତା ଉପରେ ଗରା ବାଲଟି ଧରି ଶତାଧିକ ମହିଳା ରାସ୍ତାରୋକ କରିଥିଲେ। ସେମାନଙ୍କର ଦାବି ହେଲା, ପଞ୍ଚାୟତରେ ଦୀର୍ଘଦିନରୁ ପାଣି ସମସ୍ୟା ଲାଗିରହିଥିବା ବେଳେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାଁନ୍ତି। ଏହାର ପ୍ରତିବାଦରେ ଆଜି ସକାଳୁ ଶତାଧିକ ମହିଳା ଆନ୍ଦୋଳନକୁ ଓହ୍ଲାଇଥିଲେ। ପାଣି ସମସ୍ୟା ଦୂର ନହେବାଯାଏ ଏମିତି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ଘଟଣା ସ୍ଥଳକୁ ଜଳ ଯୋଗାଣ ଯନ୍ତ୍ରୀ ଓ ବିଡିଓ ଯାଇଥିଲେ, ସମସ୍ୟାର ସମାଧାନ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos