ପୁରୀ: ଆଡ଼ପ ମଣ୍ଡପକୁ ବିଜେ କଲେ ବଳଭଦ୍ର ଓ ଦେବୀ ସୁଭଦ୍ରା

ପୁରୀ: ସନ୍ଧ୍ୟା ଧୂପ ଶେଷ ହେବା ପରେ ରୀତିନୀତି ଅନୁଯାୟୀ ଆଡ଼ପ ମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତି ବିଜେ ଆରମ୍ଭ ହୋଇଛି । ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀ ମଦନ ମୋହନ, ରାମକୃଷ୍ଣ ଏବଂ ସୁଦର୍ଶନ ଆଡପ ମଣ୍ଡପକୁ ପହଣ୍ଡି ବିଜେ କରିଥିଲେ । ପରେ ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପହଣ୍ଡିରେ ମାଉସୀ ମା ମନ୍ଦିରରେ ବିଜେ କରିଥିଲେ । ଶେଷରେ କାଳିଆ ଠାକୁର ବିଜେ କରିବେ । ଆଡ଼ପ ମଣ୍ଡପରେ ବିଜେ ପରେ କିଛି […]

puri

puri

Rakesh Mallick
  • Published: Monday, 20 July 2015
  • Updated: 21 July 2015, 06:23 AM IST

Sports

Latest News

ପୁରୀ: ସନ୍ଧ୍ୟା ଧୂପ ଶେଷ ହେବା ପରେ ରୀତିନୀତି ଅନୁଯାୟୀ ଆଡ଼ପ ମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତି ବିଜେ ଆରମ୍ଭ ହୋଇଛି । ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀ ମଦନ ମୋହନ, ରାମକୃଷ୍ଣ ଏବଂ ସୁଦର୍ଶନ ଆଡପ ମଣ୍ଡପକୁ ପହଣ୍ଡି ବିଜେ କରିଥିଲେ । ପରେ ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପହଣ୍ଡିରେ ମାଉସୀ ମା ମନ୍ଦିରରେ ବିଜେ କରିଥିଲେ । ଶେଷରେ କାଳିଆ ଠାକୁର ବିଜେ କରିବେ । ଆଡ଼ପ ମଣ୍ଡପରେ ବିଜେ ପରେ କିଛି ଗୁପ୍ତସେବା ଅନୁଷ୍ଠିତ ହେବ । ଆସନ୍ତାକାଲିଠାରୁ ପୁଣି ମହାପ୍ରସାଦ ମିଳିବ । ତେବେ ନୀତି ସମ୍ପାଦନରେ କିଛିଟା ବିଳମ୍ବ ଘଟିଥିଲା । ପତି ମହାପାତ୍ର ଓ ମୁଦିରସ୍ତଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ ହୋଇଥିଲା । ଠାକୁରଙ୍କ ଦିନର ସମସ୍ତ ନୀତିକାନ୍ତି ରଥ ଉପରେ ସମ୍ପନ୍ନ ହୋଇଥିଲା । ସେପଟେ ଶ୍ରଦ୍ଧାଳୁମାନେ ଯେପରି ଗୁଣ୍ଡିଚା ମନ୍ଦିର ନିକଟରେ ତିନି ଠାକୁରଙ୍କୁ ଭଲରେ ଦର୍ଶନ କରିପାରିବେ ସେ ନେଇ ପୋଲିସ୍ ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଗତକାଲି ଶରଧା ବାଲିରେ ଲାଗିଥିଲେ ତିନି ରଥ। ବାଟରେ ରହିଥିବା ଦେବୀ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କ ରଥକୁ ଗତକାଲି ଭକ୍ତମାନେ ଭକ୍ତି ଓ ଆନନ୍ଦ ସହକାରେ ଗୁଣ୍ଡିଚା ମନ୍ଦିର ଯାଏଁ ଟାଣି ନେଇଥିଲେ। ବିଶ୍ୱାସ ରହିଛି ରଥ ଉପରେ ବଡ଼ ଠାକୁରଙ୍କୁ ଦର୍ଶନ କଲେ ଆଉ ପୁର୍ନଜନ୍ମ ଲାଭ ହୁଏନି, ସମସ୍ତ ପାପରୁ ମୁକ୍ତି ମିଳିଥାଏ। ତେଣୁ ଭକ୍ତିପୂର୍ଣ୍ଣ ଭାବରେ ଶ୍ରଦ୍ଧାଳୁମାନେ ରଥ ଉପରେ  କାଳିଆ ଠାକୁରଙ୍କ ଦର୍ଶନ କରୁଛନ୍ତି। ସକାଳୁ ସକାଳୁ ଚଳ ଚଞ୍ଚଳ ହୋଇ ଉଠିଲାଣି ଶରଧାବାଲି। ରଥ ଉପରେ ଶ୍ରୀବିଗ୍ରହଙ୍କ ଦର୍ଶନ ପାଇଁ ସତେ ଯେମିତି ଆତୁର ହୋଇ ଉଠୁଛି ଭକ୍ତ ମନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story