ପୁରୀ: ଅଟକି ରହିଥିବା ଦେବଦଳନ ଓ ନନ୍ଦିଘୋଷ ରଥ ଆଜି ସକାଳୁ ପୁଣି ଟଣାଯିବ

ପୁରୀ: ନବଦିନାତ୍ମକ ଘୋଷଯାତ୍ରାର ଆଜି ଦ୍ୱିତୀୟ ଦିନ। ଶ୍ରୀମନ୍ଦିର ଛାଡ଼ି ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିବା ତିନିଠାକୁର ଏବେ ତିନି ରଥରେ ବିରାଜମାନ। ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ରଥ ଉପରେ ଭଗବାନଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ର ପୁରୀକୁ ଛୁଟି ଆସିଛନ୍ତି ଲକ୍ଷାଧିକ ଭକ୍ତ। ନବକଳେବର ବର୍ଷରେ ରଥ ଉପରେ ନୂଆ ବିଗ୍ରହଙ୍କର ଟିକିଏ ଦର୍ଶନ ପାଇ ଆନନ୍ଦରେ ଫାଟି ପଡୁଛି ଭକ୍ତମନ। ଶନିବାର ନିର୍ଦ୍ଧାରିତ ସମୟରେ ରଥଟଣା ହୋଇ […]

ratha1

ratha1

Rakesh Mallick
  • Published: Sunday, 19 July 2015
  • Updated: 19 July 2015, 03:40 AM IST

Sports

Latest News

ପୁରୀ: ନବଦିନାତ୍ମକ ଘୋଷଯାତ୍ରାର ଆଜି ଦ୍ୱିତୀୟ ଦିନ। ଶ୍ରୀମନ୍ଦିର ଛାଡ଼ି ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିବା ତିନିଠାକୁର ଏବେ ତିନି ରଥରେ ବିରାଜମାନ। ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ରଥ ଉପରେ ଭଗବାନଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ର ପୁରୀକୁ ଛୁଟି ଆସିଛନ୍ତି ଲକ୍ଷାଧିକ ଭକ୍ତ। ନବକଳେବର ବର୍ଷରେ ରଥ ଉପରେ ନୂଆ ବିଗ୍ରହଙ୍କର ଟିକିଏ ଦର୍ଶନ ପାଇ ଆନନ୍ଦରେ ଫାଟି ପଡୁଛି ଭକ୍ତମନ। ଶନିବାର ନିର୍ଦ୍ଧାରିତ ସମୟରେ ରଥଟଣା ହୋଇ ତାଳଧ୍ୱଜ ରଥ ଗୁଣ୍ଡିଚାମନ୍ଦିର ସମ୍ମୁଖରେ ପହଞ୍ଚିଥିବା ବେଳେ ବଡ଼ଶଙ୍ଖଠାରେ ଦର୍ପଦଳନ ଓ ବଳଗଣ୍ଡି ଛକରେ ନନ୍ଦିଘୋଷ ଅଟିକିଛନ୍ତି। ଏହି ଦୁଇ ରଥକୁ ଆଜି ସକାଳ ୮ଟାରୁ ପୁଣି ଭକ୍ତମାନେ ଟାଣିବା ଆରମ୍ଭ କରିବେ। ଏହାପରେ ଦେବଦଳନ ଓ ନନ୍ଦିଘୋଷ ରଥ ଆଜି ଗୁଣ୍ଡିଚା ମନ୍ଦିର ନିକଟର ପହଞ୍ଚିବେ। ଆଉ କିଛି ସମୟ ପରେ ପୁଣି ଆରମ୍ଭ ହେବ ରଥଟଣା। ରଥରେ ବସି ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶନିବାର ରଥଯାତ୍ରାରେ ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଆଜି ସକାଳ ୮ଟାରୁ ପୁଣି ରଥଟଣା ପାଇଁ ନିଷ୍ପତ୍ତି ହୋଇଥିବାରୁ ବଡ଼ଦାଣ୍ଡରେ ବହୁ ସଂଖ୍ୟାରେ ଭକ୍ତମାନଙ୍କ ଗହଳିଚହଳି ଆରମ୍ଭ ହୋଇଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story