‘ବିମଳା ମନ୍ଦିର ପ୍ରତିଷ୍ଠା ହେବାକୁ ନେଇ ବିଭ୍ରାନ୍ତ ହେବାର କାରଣ ନାହିଁ’

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠରେ ବିମଳା ମନ୍ଦିର ପ୍ରତିଷ୍ଠାକୁ ନେଇ ଉଠିଥିବା ବିବାଦ ଉପରେ ଆଜି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ପଷ୍ଟୀକରଣ ଦେଇଛନ୍ତି। ବିମଳା ମନ୍ଦିର ପ୍ରତିଷ୍ଠାକୁ ନେଇ ବିଭ୍ରାନ୍ତ ହେବାର କିଛି କାରଣ ନାହିଁ ବୋଲି ଗଜପତି ଏବଂ ଶଙ୍କରାଚାର୍ଯ୍ୟ କହିଛନ୍ତି। ଜଗଦଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି,“ଗୋବର୍ଦ୍ଧନ ପୀଠରେ ବିମଳା ମନ୍ଦିର ପ୍ରତିଷ୍ଠା ହେବାକୁ ନେଇ ବିଭ୍ରାନ୍ତି ହେବାର କାରଣ ନାହିଁ। ଶ୍ରୀମନ୍ଦିରରେ ବିମଳା ବାମାଚାର ପଦ୍ଧତିରେ ପୂଜା ହେଉଥିବା ବେଳେ […]

bemala-temple

bemala-temple

Rakesh Mallick
  • Published: Friday, 30 December 2016
  • Updated: 30 December 2016, 09:48 PM IST

Sports

Latest News

bemala-templeପୁରୀ: ପୁରୀ ଗୋବର୍ଦ୍ଧନ ପୀଠରେ ବିମଳା ମନ୍ଦିର ପ୍ରତିଷ୍ଠାକୁ ନେଇ ଉଠିଥିବା ବିବାଦ ଉପରେ ଆଜି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ପଷ୍ଟୀକରଣ ଦେଇଛନ୍ତି। ବିମଳା ମନ୍ଦିର ପ୍ରତିଷ୍ଠାକୁ ନେଇ ବିଭ୍ରାନ୍ତ ହେବାର କିଛି କାରଣ ନାହିଁ ବୋଲି ଗଜପତି ଏବଂ ଶଙ୍କରାଚାର୍ଯ୍ୟ କହିଛନ୍ତି।

ଜଗଦଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି,“ଗୋବର୍ଦ୍ଧନ ପୀଠରେ ବିମଳା ମନ୍ଦିର ପ୍ରତିଷ୍ଠା ହେବାକୁ ନେଇ ବିଭ୍ରାନ୍ତି ହେବାର କାରଣ ନାହିଁ। ଶ୍ରୀମନ୍ଦିରରେ ବିମଳା ବାମାଚାର ପଦ୍ଧତିରେ ପୂଜା ହେଉଥିବା ବେଳେ ଏଠାରେ ମା’ଙ୍କୁ ପରମ ବୈଷ୍ଣବୀ ରୂପରେ ଦକ୍ଷିଣାଚାର ପଦ୍ଧତିରେ ପୂଜା ଚାଲିଛି। ଯେଉଁମାନେ ଏହାକୁ ଜାଣି ନାହାନ୍ତି ସେମାନେ ବିରୋଧ କରୁଛନ୍ତି।”

ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି,“ଶ୍ରୀମନ୍ଦିରରେ ବିମଳାଙ୍କ ମନ୍ଦିର ମୂଳପୀଠ ହୋଇଥିବା ବେଳେ ଗୋବର୍ଦ୍ଧନ ମଠରେ ଗାଦି ପୀଠ ରହିଛି। ଏଠାରେ ମଧ୍ୟ ଶ୍ରୀଜଗନ୍ନାଥ ଓ ମା’ ବିମଳାଙ୍କ ପୂଜା ଶହଶହ ବର୍ଷ ଧରି ଚାଲିଛି। ତେଣୁ ଏଠାରେ ନୂଆ ମନ୍ଦିର ପ୍ରତିଷ୍ଠାରେ କୌଣସି ବିବାଦର କାରଣ ନାହିଁ।”

ସେ କହିଛନ୍ତି,“ବିଶ୍ୱରେ ଅନେକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଛି। ଏହା ଦ୍ୱାରା ଜଗନ୍ନାଥ ସଂସ୍କୃତି ପ୍ରସାର ହେଉଛି। ଗତ ୪ ବର୍ଷ ଧରି ଦ୍ୱିତୀୟ ବିମଳା ମନ୍ଦିର ନିର୍ମାଣ ଚାଲିଥିଲା। କାହା ମନରେ ସଂଶୟ ଥିଲେ ଶଙ୍କରାଚାର୍ଯ୍ୟଙ୍କୁ ପଚାରି ଥାନ୍ତେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story