ପୁରୀ: ନବକଳେବର ସମୟରେ ନୀତିକାନ୍ତି ଶୃଙ୍ଖଳିତ କରିବାକୁ ନେଇ ଆଇନମନ୍ତ୍ରୀଙ୍କ ସମୀକ୍ଷା

ପୁରୀ: ନବକଳେବର ରଥଯାତ୍ରା ଅବସରରେ ନୀତିକାନ୍ତି ଶୃଙ୍ଖଳିତ କରିବାକୁ ନେଇ ଆଇନମନ୍ତ୍ରୀ ସମୀକ୍ଷା କରିଛନ୍ତି। ମହାଅଣସର ଶେଷ ବିଧିବିଧାନ, ନବଯୌବନ ନୀତିକାନ୍ତି, ରଥଯାତ୍ରାଠାରୁ ବାହୁଡା ଯାଏଁ ଯାତ୍ରାର ବିଧିବିଧାନ ଓ ରୀତିନୀତି କିଭଳି ଶୃଙ୍ଖଳିତ ହେବ ତାକୁ ନେଇ ଆଇନମନ୍ତ୍ରୀ ଅରୁଣ ସାହୁ ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର, ନବକଳେବର ସ୍ୱତନ୍ତ୍ର ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଏସପି ଆଶିଷ ସିଂ ପ୍ରମୁଖ ନୀତିକାନ୍ତିର ବିଭିନ୍ନ […]

Arun-Sahoo

Arun-Sahoo

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 02:33 AM IST

Sports

Latest News

ପୁରୀ: ନବକଳେବର ରଥଯାତ୍ରା ଅବସରରେ ନୀତିକାନ୍ତି ଶୃଙ୍ଖଳିତ କରିବାକୁ ନେଇ ଆଇନମନ୍ତ୍ରୀ ସମୀକ୍ଷା କରିଛନ୍ତି। ମହାଅଣସର ଶେଷ ବିଧିବିଧାନ, ନବଯୌବନ ନୀତିକାନ୍ତି, ରଥଯାତ୍ରାଠାରୁ ବାହୁଡା ଯାଏଁ ଯାତ୍ରାର ବିଧିବିଧାନ ଓ ରୀତିନୀତି କିଭଳି ଶୃଙ୍ଖଳିତ ହେବ ତାକୁ ନେଇ ଆଇନମନ୍ତ୍ରୀ ଅରୁଣ ସାହୁ ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର, ନବକଳେବର ସ୍ୱତନ୍ତ୍ର ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଏସପି ଆଶିଷ ସିଂ ପ୍ରମୁଖ ନୀତିକାନ୍ତିର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବିଶେଷ କରି ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ସେବାୟତ ମାନଙ୍କର ସହଯୋଗ ଲୋଡ଼ାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos