ନୂଆଗାଁ ରାଜ୍ୟର ପ୍ରଥମ କ୍ୟାସଲେସ୍‌ ଗାଁ  

ପୁରୀ: ରାଜ୍ୟର ପ୍ରଥମ କ୍ୟାସଲେସ୍‌ ଗାଁର ମାନ୍ୟତା ପାଇଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ନୂଆଗାଁ। ରାଜ୍ୟ ଜୀବିକା ମିଶନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ଏହି ଘୋଷଣା କରାଯାଇଛି। ଗାଁର ସବୁ ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଥିବା ବେଳେ ଆକାଉଣ୍ଟକୁ ଆଧାରକାର୍ଡ଼ ସହ ଲିଙ୍କ୍‌ ମଧ୍ୟ କରାଯାଇଛି। ଇ-ୱାଲେଟ୍ ଓ ଇ-ବ୍ୟାଙ୍କିଙ୍ଗ ଭଳି ସବୁ ସୁବିଧା ଏହି ଗାଁରେ ଅଛି। ଗାଁରେ ଥିବା ଦୁଇଟି ଦୋକାନରେ ଇ-ୱାଲେଟ୍‌ ମାଧ୍ୟମରେ କ୍ୟାସଲେସ୍‌ କାରବାର ଚାଲିଛି। ପୂର୍ବରୁ […]

cash-less-village

cash-less-village

Rakesh Mallick
  • Published: Friday, 23 December 2016
  • Updated: 23 December 2016, 08:17 PM IST

Sports

Latest News

cash-less-villageପୁରୀ: ରାଜ୍ୟର ପ୍ରଥମ କ୍ୟାସଲେସ୍‌ ଗାଁର ମାନ୍ୟତା ପାଇଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ନୂଆଗାଁ। ରାଜ୍ୟ ଜୀବିକା ମିଶନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ଏହି ଘୋଷଣା କରାଯାଇଛି। ଗାଁର ସବୁ ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଥିବା ବେଳେ ଆକାଉଣ୍ଟକୁ ଆଧାରକାର୍ଡ଼ ସହ ଲିଙ୍କ୍‌ ମଧ୍ୟ କରାଯାଇଛି। ଇ-ୱାଲେଟ୍ ଓ ଇ-ବ୍ୟାଙ୍କିଙ୍ଗ ଭଳି ସବୁ ସୁବିଧା ଏହି ଗାଁରେ ଅଛି। ଗାଁରେ ଥିବା ଦୁଇଟି ଦୋକାନରେ ଇ-ୱାଲେଟ୍‌ ମାଧ୍ୟମରେ କ୍ୟାସଲେସ୍‌ କାରବାର ଚାଲିଛି।

ପୂର୍ବରୁ ଆଦର୍ଶ ଗ୍ରାମ ଓ ନିର୍ମଳ ଗ୍ରାମ ମାନ୍ୟତା ପାଇଥିଲା ଏହି ଗାଁ।

ଆଜି ଆୟୋଜିତ ଉତ୍ସବରେ ରାଜ୍ୟ ଜୀବିକା ମିଶନର ନିର୍ଦ୍ଦେଶକ ପ୍ରଣବ ଜ୍ୟାତି ନାଥ ଓ ଜନସେବା କେନ୍ଦ୍ରର ଓଡ଼ିଶା ମୁଖ୍ୟ ସ୍ୱର୍ଣ୍ଣପ୍ରଭା ସିଂହ ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos