ପୁରୀ ରଥଯାତ୍ରା ପ୍ରସ୍ତୁତି: ବ୍ରଜରାଜନଗରରୁ ଗଲା ରଥ ବ୍ରେକ

ବ୍ରଜରାଜନଗର: ଆଉ ୬ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ୩ ଠାକୁରଙ୍କ ରଥ ନିର୍ମାଣ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥରେ ଲାଗିବାକୁ ଥିବା ବ୍ରେକ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସାନଯୋବ ଗ୍ରାମରେ ତିଆରି ହେଉଛି । ଏହାକୁ ନେଇ ସାନଯୋବ ଗ୍ରାମରେ ଉତ୍ସବର ମାହୋଲ ଦେଖାଦେଇଛି । ଗ୍ରାମର ଲୁହାର ପରିବାର ରଥ ବ୍ରେକ ନିର୍ମାଣ କାମ ପାଇଛନ୍ତି । ମହାପ୍ରଭୁଙ୍କ ସେବାରେ ଲାଗି ପାରିଥିବାରୁ […]

brajarajanagar

brajarajanagar

Rakesh Mallick
  • Published: Sunday, 12 July 2015
  • Updated: 12 July 2015, 02:33 PM IST

ବ୍ରଜରାଜନଗର: ଆଉ ୬ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ୩ ଠାକୁରଙ୍କ ରଥ ନିର୍ମାଣ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥରେ ଲାଗିବାକୁ ଥିବା ବ୍ରେକ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସାନଯୋବ ଗ୍ରାମରେ ତିଆରି ହେଉଛି । ଏହାକୁ ନେଇ ସାନଯୋବ ଗ୍ରାମରେ ଉତ୍ସବର ମାହୋଲ ଦେଖାଦେଇଛି । ଗ୍ରାମର ଲୁହାର ପରିବାର ରଥ ବ୍ରେକ ନିର୍ମାଣ କାମ ପାଇଛନ୍ତି । ମହାପ୍ରଭୁଙ୍କ ସେବାରେ ଲାଗି ପାରିଥିବାରୁ ଲୁହାରା ପରିବାର ନିଜକୁ ଗର୍ବ ଅନୁଭବ କରୁଛୁ ବୋଲି କହିଛନ୍ତି । ୨୦୦୮ରୁ ୩ ରଥର ବ୍ରେକ ନିର୍ମାଣ କାମ ଏହି ପରିବାର କରିଆସୁଛନ୍ତି । ଏଥିପାଇଁ ୨୦୧୩ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ପରିବାରକୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ଅକ୍ଷୟ ତୃତୀୟାଠାରୁ ଲୁହାରା ପରିବାର ଏହି ବ୍ରେକ ତିଆରି କରିବା କାମ ଆରମ୍ଭ ହୋଇଥିଲା । ୟୁ ଆକୃତିର ଜୁକିଆ କଣ୍ଟା-୫ କେଜି, ଠୁରୀ କଣ୍ଟା-୨୨ କେଜି, ୱାସର-୧୦ କେଜି ଓ ଲାଇଲନ ବେଲଟ ଆଦି ପ୍ରସ୍ତୁତ କରିଛନ୍ତି । ଏହା ପ୍ରସ୍ତୁତ କରିବା ପରେ ରଥରେ ଲଗାଇବାକୁ ପୁରୀ ଯାଇଛନ୍ତି ୭ କାରିଗର । ଏହାକୁ ରଥରେ ସଂଯୋଗ କରିବାକୁ ସେମାନଙ୍କୁ ଲାଗିବ ୩ଦିନ । ୨୦୦୮ରୁ ଯନ୍ତ୍ରୀ ଅଶ୍ୱନୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହି ଲୁହାର ପରିବାର ରଥ ବ୍ରେକ ତିଆରି କରିଆସୁଛନ୍ତି ।brajarajanagara1

ଏମାନେ ପ୍ରସ୍ତୁତ କରିଥିବା ୧୬ ଫୁଟ ଲମ୍ବା ଲାଇଲନ ବେଲଟକୁ ରଥର ତଳେ ଖଞ୍ଜା ଯିବ । ୨୦୦୭ରେ ଯନ୍ତ୍ରୀ ପୁରୀକୁ ରଥଯାତ୍ରା ଦେଖିବାକୁ ଯାଇଥିବା ବେଳେ ଅଶ୍ୱନୀ ମିଶ୍ର ବ୍ରେକ ନିର୍ମାଣ ଲାଗି ଚିନ୍ତା କରିଥିଲେ । ନୂତନ ଜ୍ଞାନକୌଶଳରେ ବ୍ରେକ ନିର୍ମାଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁମତି ମାଗିଥିଲେ । ପରବର୍ଷ ୨୦୦୮ରେ ସମସ୍ତ ସାମଗ୍ରୀ ଧରି ପୁରୀ ଯାଇ ବ୍ରେକ ତିଆରି କରିଥିଲେ । ସେବେଠାରୁ ଏହା ନିରନ୍ତର ଭାବେ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story