ପୁରୀ ସହରର ମୁଖ୍ୟ ପ୍ରବେଶ ପଥ ରାସ୍ତା ଦବି ଯିବାକୁ ନେଇ ଉତ୍ତେଜନା

ପୁରୀ: ପୁରୀ ସହରର ମୁଖ୍ୟ ପ୍ରବେଶ ପଥ ଉଦଘାଟନର ୨୪ ଘଣ୍ଟା ନ ପୁରୁଣୁ ଦବି ଯାଇଛି । ସହରର ପି-୯ ପମ୍ପ ହାଉସ୍ ସମ୍ମୁଖ ରାସ୍ତାରେ ରବିବାର ଦବି ଯିବାରୁ ଏକ ଚିପ୍ସ ବୋଝେଇ ଡମ୍ଫର ଦୁର୍ଘଟଣାଗ୍ରସ୍ତ ହୋଇଛି। ଡମ୍ଫରର ପଛ ଚକ ପ୍ରାୟ ୫ ଫୁଟ ଦବି ଯାଇଥିଲା । ଏହି ଦୁର୍ଘଟଣାରେ ଡମ୍ଫର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଅନ୍ୟପକ୍ଷେ ଦୁର୍ଘଟଣା ପରେ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଏହାକୁ […]

puri road

puri road

Rakesh Mallick
  • Published: Monday, 06 July 2015
  • Updated: 06 July 2015, 03:36 AM IST

Sports

Latest News

ପୁରୀ: ପୁରୀ ସହରର ମୁଖ୍ୟ ପ୍ରବେଶ ପଥ ଉଦଘାଟନର ୨୪ ଘଣ୍ଟା ନ ପୁରୁଣୁ ଦବି ଯାଇଛି । ସହରର ପି-୯ ପମ୍ପ ହାଉସ୍ ସମ୍ମୁଖ ରାସ୍ତାରେ ରବିବାର ଦବି ଯିବାରୁ ଏକ ଚିପ୍ସ ବୋଝେଇ ଡମ୍ଫର ଦୁର୍ଘଟଣାଗ୍ରସ୍ତ ହୋଇଛି। ଡମ୍ଫରର ପଛ ଚକ ପ୍ରାୟ ୫ ଫୁଟ ଦବି ଯାଇଥିଲା । ଏହି ଦୁର୍ଘଟଣାରେ ଡମ୍ଫର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଅନ୍ୟପକ୍ଷେ ଦୁର୍ଘଟଣା ପରେ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ରାସ୍ତା ନିର୍ମାଣ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ ଓ ବିଜେପିର କିଛି କର୍ମୀ ମଧ୍ୟ ଘଟଣାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos