ହୋଲି ଉପଲକ୍ଷେ ପୁରୀ ବେଳାଭୂମିରେ ମାନସ ସାହୁଙ୍କ ବାଲୁକା କଳା

send art

ପୁରୀ: ରଙ୍ଗର ପର୍ବ ହୋଲି ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି। ପ୍ରେମ ଓ ଭାଇଚାରର ପର୍ବ ହୋଲି ଉପଲକ୍ଷେ ମାନସ ଏକ ରାଧା କୃଷ୍ଣଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି ୧୫ ଫୁଟର ମୂର୍ତ୍ତି ତିଆରି କରିବା ପାଇଁ ୮ ଘଣ୍ଟା ସମୟ ଲାଗିଥିବା  ମାନସ କହିଛନ୍ତି। ଏଥିସହ ସେ ଆନନ୍ଦ ଏବଂ ନିରାପଦ ସହ ହୋଲି ପାଳିବାକୁ ବାର୍ତ୍ତା ଦେଇଛନ୍ତି।

Previous ArticleNext Article

Send this to a friend