ପୁରୀ: ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ରୋତ୍ସବ ସଂପନ୍ନ

ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଚକା ଅପସର ସହ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ଦଶାବତାର ବାହୁଡ଼ା ବିଜେ, ଦଇତାପତି ସର୍ବାଙ୍ଗ ଏବଂ ଜନ୍ମ ବନ୍ଦାପନା ଆଦି ନୀତି ସଂପନ୍ନ ହୋଇଥିଲା। ଶ୍ରୀମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ଏଥର ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି। ଆଜି ରାତି ୧୦ଟାରୁ ୧୧ଟା ଭିତରେ ପହୁଡ଼ ଫିଟିବା ପରେ ଶ୍ରୀଜିଉ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ହେବେ ।ଆଜି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁସାରେ […]

Lord_Jagannath

Lord_Jagannath

Rakesh Mallick
  • Published: Friday, 17 July 2015
  • Updated: 18 July 2015, 01:47 AM IST

Sports

Latest News

ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଚକା ଅପସର ସହ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ଦଶାବତାର ବାହୁଡ଼ା ବିଜେ, ଦଇତାପତି ସର୍ବାଙ୍ଗ ଏବଂ ଜନ୍ମ ବନ୍ଦାପନା ଆଦି ନୀତି ସଂପନ୍ନ ହୋଇଥିଲା। ଶ୍ରୀମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ଏଥର ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି। ଆଜି ରାତି ୧୦ଟାରୁ ୧୧ଟା ଭିତରେ ପହୁଡ଼ ଫିଟିବା ପରେ ଶ୍ରୀଜିଉ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ହେବେ ।ଆଜି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁସାରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ନପାଇ ଭକ୍ତ ନିରାଶ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story