୩୪ବର୍ଷ ପରେ ଖୋଲିବ ପୁରୀ ରତ୍ନଭଣ୍ଡାର

ପୁରୀ( ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ପାଇଁ ବଜେଟ ଉପସ୍ଥାପିତ  ହୋଇଛି। ନୂତନ କରି ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକରେ ୧୮୫ କୋଟି ଟଙ୍କାର ସମତୁଲ ବ୍ୟୟବରାଦ ହୋଇଛି। ୩ରୁ ୪ ଦିନ ଧରି ଫାଇନାନ୍ସ କମିଟିରେ ବଜେଟ ଆଲୋଚନା ହେବ। ଆଗାମୀ ୨୮ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ। ମନ୍ଦିର ପରିଚାଳନା ପାଇଁ ୧୨ଟି ସବ୍ କମିଟି ମଧ୍ୟ ଗଠିତ ହୋଇଛି।

ଦୀର୍ଘ ୩୪ ବର୍ଷ ପରେ ରତ୍ନଭଣ୍ଡାର ଖୋଲିବ। ୧୯୮୪ ମସିହାରୁ ରତ୍ନଭଣ୍ଡାର ବନ୍ଦ ଥିଲା। ସେହିପରି ପରିଚାଳନା କମିଟି ବୈଠକରେ ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କ ଦ୍ୱାରା ପ୍ରସ୍ତୁତ ବ୍ରହ୍ମ ବିଭ୍ରାଟ ରିପୋର୍ଟ ଉପସ୍ଥାପିତ ହୋଇଛି। ହେଲେ ରିପୋର୍ଟରେ କ’ଣ ରହିଛି ବୈଠକରେ ଆଲୋଚନା ହୋଇନାହିଁ। ରିପୋର୍ଟର ତର୍ଜମା ପାଇଁ ୩ ଜଣିଆ କମିଟି ଗଠନ ହୋଇଛି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

Ordigital Desk
• Published: Wednesday, 21 March 2018
• Updated: 21 March 2018, 09:09 AM IST

Sports

Latest News

ପୁରୀ( ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ପାଇଁ ବଜେଟ ଉପସ୍ଥାପିତ  ହୋଇଛି। ନୂତନ କରି ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକରେ ୧୮୫ କୋଟି ଟଙ୍କାର ସମତୁଲ ବ୍ୟୟବରାଦ ହୋଇଛି। ୩ରୁ ୪ ଦିନ ଧରି ଫାଇନାନ୍ସ କମିଟିରେ ବଜେଟ ଆଲୋଚନା ହେବ। ଆଗାମୀ ୨୮ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ। ମନ୍ଦିର ପରିଚାଳନା ପାଇଁ ୧୨ଟି ସବ୍ କମିଟି ମଧ୍ୟ ଗଠିତ ହୋଇଛି।

ଦୀର୍ଘ ୩୪ ବର୍ଷ ପରେ ରତ୍ନଭଣ୍ଡାର ଖୋଲିବ। ୧୯୮୪ ମସିହାରୁ ରତ୍ନଭଣ୍ଡାର ବନ୍ଦ ଥିଲା। ସେହିପରି ପରିଚାଳନା କମିଟି ବୈଠକରେ ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କ ଦ୍ୱାରା ପ୍ରସ୍ତୁତ ବ୍ରହ୍ମ ବିଭ୍ରାଟ ରିପୋର୍ଟ ଉପସ୍ଥାପିତ ହୋଇଛି। ହେଲେ ରିପୋର୍ଟରେ କ’ଣ ରହିଛି ବୈଠକରେ ଆଲୋଚନା ହୋଇନାହିଁ। ରିପୋର୍ଟର ତର୍ଜମା ପାଇଁ ୩ ଜଣିଆ କମିଟି ଗଠନ ହୋଇଛି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos