ଶ୍ରୀଜିଉଙ୍କ ରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ରାମନବମୀ। ଏହି ଅବସରରେ ଶ୍ରୀଜିଉଙ୍କ ରାମ ଜନ୍ମ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସାଧାରଣ ଦର୍ଶକ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ। ତେଣୁ ଆଜି ଅପରାହ୍ନ ୩ଟାରୁ ରାତି ୮ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।

Previous ArticleNext Article

Send this to a friend