ପୁରୀ: ଠେଲାପେଲାରେ ୨ ମହିଳା ମୃତ, ସମୁଦ୍ରରେ ବୁଡ଼ି ଜଣେ ମୃତ

ପୁରୀ: ରଥଟଣା ବେଳେ ଆଜି ପୁରୀରେ ଠେଲାପେଲା ହୋଇ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଆହୁରି ୪ ରୁ ୫ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ କେତେ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାର୍କେଟ ଛକରୁ ବଳଗଣ୍ଡି ଛକ ମଧ୍ୟରେ ଠେଲାପେଲା ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କର ମରିଚୀକୋଟ ଛକ ନିକଟସ୍ଥ  ହିନ୍ଦୀ ସ୍କୁଲ୍ ଠାରେ ହୋଇଥିଲା। ଖବର ଲେଖାଯିବା […]

death

death

Rakesh Mallick
  • Published: Saturday, 18 July 2015
  • Updated: 18 July 2015, 01:36 PM IST

Sports

Latest News

ପୁରୀ: ରଥଟଣା ବେଳେ ଆଜି ପୁରୀରେ ଠେଲାପେଲା ହୋଇ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଆହୁରି ୪ ରୁ ୫ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ କେତେ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାର୍କେଟ ଛକରୁ ବଳଗଣ୍ଡି ଛକ ମଧ୍ୟରେ ଠେଲାପେଲା ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କର ମରିଚୀକୋଟ ଛକ ନିକଟସ୍ଥ  ହିନ୍ଦୀ ସ୍କୁଲ୍ ଠାରେ ହୋଇଥିଲା। ଖବର ଲେଖାଯିବା ସୁଦ୍ଧା ମୃତ ଓ ଆହତମାନଙ୍କ ପରିଚୟ ସଂପର୍କରେ କିଛି ଜଣାପଡ଼ି ନଥିଲା। ତେବେ ଜଣଙ୍କ ବୟସ ୬୫ ଓ ଅନ୍ୟ ଜଣଙ୍କ ବୟସ ୫୦ ବର୍ଷ ପାଖାପାଖି ହେବ ବୋଲି ଜଣାପଡ଼ିଛି।

dead2

ପୋଲିସ୍ ଡିଜି ସଂଜୀବ ମାରିକ କହିଛନ୍ତି ଯେ ମୃତକଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ମୃତ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇ ନଥିଲା। ତାଙ୍କ ଦେହରେ କୌଣସି ଆଘାତ ନଥିଲା। ତାଙ୍କ ବୟସ ପ୍ରାୟ ୬୫ ବର୍ଷ ହେବ। ରଥଟଣା ବେଳେ ସେ ପଡ଼ି ଯାଇଥିବା ଓ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଉ ଦୁଇ ଜଣ ଆହତଙ୍କୁ କଟକ ବଡ଼ମେଡିକାଲ ପଠାଯାଇଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ପୁରୀ ସମୁଦ୍ରରେ ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ତାଙ୍କର  ବି ପରିଚୟ ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story