ପୁରୀରେ ୱାଇଫାଇ ସେବାର ଶୁଭାରମ୍ଭ କଲେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ

ପୁରୀ: ପୁରୀରେ ବିଏସ୍ଏନ୍ଏଲ୍ ପକ୍ଷରୁ ଗୁରୁବାର ୱାଇଫାଇ ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଟେଲିକମ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଏହି ସେବାଦ୍ୱାରା ବଡ଼ଦାଣ୍ଡ ସହ ଆଖପାଖ ଅଞ୍ଚଳରେ ୱାଇଫାଇ ସେବା ପାଇପାରିବେ ବିଏସଏନ୍ଏଲ୍ ଉପଭୋକ୍ତା। କାର୍ଯ୍ୟକ୍ରମରେ ନବକଳେବର ଭିତ୍ତିଭୂମି କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତି, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ୍, ପୁରୀ ସାଂସଦ ପିନାକୀ ମିଶ୍ର ଓ ବିଏସ୍ଏନଏଲର ବହୁ […]

puri

puri

Rakesh Mallick
  • Published: Thursday, 09 July 2015
  • Updated: 09 July 2015, 09:50 AM IST

Sports

Latest News

ପୁରୀ: ପୁରୀରେ ବିଏସ୍ଏନ୍ଏଲ୍ ପକ୍ଷରୁ ଗୁରୁବାର ୱାଇଫାଇ ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଟେଲିକମ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଏହି ସେବାଦ୍ୱାରା ବଡ଼ଦାଣ୍ଡ ସହ ଆଖପାଖ ଅଞ୍ଚଳରେ ୱାଇଫାଇ ସେବା ପାଇପାରିବେ ବିଏସଏନ୍ଏଲ୍ ଉପଭୋକ୍ତା। କାର୍ଯ୍ୟକ୍ରମରେ ନବକଳେବର ଭିତ୍ତିଭୂମି କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତି, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ୍, ପୁରୀ ସାଂସଦ ପିନାକୀ ମିଶ୍ର ଓ ବିଏସ୍ଏନଏଲର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସେହିପରି ନବକଳେବର ଭିତ୍ତିଭୂମି ପ୍ରକଳ୍ପ ଅନ୍ତର୍ଗତ ପୁରୀ-ଭୁବନେଶ୍ୱର ୨୦୩ ନମ୍ୱର ଜାତୀୟ ରାଜପଥର ଫୋର ଲେନ୍ ରାସ୍ତାକୁ ଲୋକାର୍ପଣ କରିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଅପରାହ୍ନ ସାଢେ଼ ୪ଟାରେ ପିପିଲି ନିକଟରେ ଏହି ରାସ୍ତାର ଲୋକାର୍ପଣ ହେବ। ତାଙ୍କ ସହ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ଓ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story