ରଥଯାତ୍ରା ବେଳେ ନିୟୋଜିତ ହେବେ ୪୫ ପ୍ଲାଟୁନ ଫୋର୍ସ: ଆଇଜି ସଞ୍ଜୀବ ପଣ୍ଡା

sanjib pandy

ପୁରୀ: ଏଥର ରଥଯାତ୍ରା ବେଳେ ପୁରୀରେ ୪୫ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ। ପୁରୀରେ ଅନୁଷ୍ଠିତ ହୋଇଥିବା ସୁରକ୍ଷା ସମ୍ପର୍କିତ ବୈଠକରେ ଆଇଜି ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି । ଏଥିସହ ୪ ଜଣ କମାଣ୍ଡାଣ୍ଟ, ୯ ଜଣ ଡେପୁଟି କମାଣ୍ଡାଣ୍ଟ, ୧୫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ  ଏବଂ ୧୫ ଜଣ ଡିଏସପି ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ସେ କହିଛନ୍ତି।

Previous ArticleNext Article

Send this to a friend