ରଥଯାତ୍ରା ବେଳେ ନିୟୋଜିତ ହେବେ ୪୫ ପ୍ଲାଟୁନ ଫୋର୍ସ: ଆଇଜି ସଞ୍ଜୀବ ପଣ୍ଡା

ପୁରୀ: ଏଥର ରଥଯାତ୍ରା ବେଳେ ପୁରୀରେ ୪୫ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ। ପୁରୀରେ ଅନୁଷ୍ଠିତ ହୋଇଥିବା ସୁରକ୍ଷା ସମ୍ପର୍କିତ ବୈଠକରେ ଆଇଜି ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି । ଏଥିସହ ୪ ଜଣ କମାଣ୍ଡାଣ୍ଟ, ୯ ଜଣ ଡେପୁଟି କମାଣ୍ଡାଣ୍ଟ, ୧୫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ  ଏବଂ ୧୫ ଜଣ ଡିଏସପି ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ସେ କହିଛନ୍ତି।

sanjib pandy

sanjib pandy

Rakesh Mallick
  • Published: Saturday, 11 July 2015
  • Updated: 11 July 2015, 09:36 AM IST

Sports

Latest News

ପୁରୀ: ଏଥର ରଥଯାତ୍ରା ବେଳେ ପୁରୀରେ ୪୫ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ। ପୁରୀରେ ଅନୁଷ୍ଠିତ ହୋଇଥିବା ସୁରକ୍ଷା ସମ୍ପର୍କିତ ବୈଠକରେ ଆଇଜି ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି । ଏଥିସହ ୪ ଜଣ କମାଣ୍ଡାଣ୍ଟ, ୯ ଜଣ ଡେପୁଟି କମାଣ୍ଡାଣ୍ଟ, ୧୫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ  ଏବଂ ୧୫ ଜଣ ଡିଏସପି ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos