କଳିଙ୍ଗ ଷ୍ଟାଡିୟମରେ ହୋଇପାରେ ରଗବୀ ଟୁର୍ଣ୍ଣାମେଣ୍ଟ: ଭିତ୍ତିଭୂମୀ ପରିଖିଲା ଏସିଆ ଓ ବିଶ୍ୱ ରଗବୀ ସଂଘ

ଭୁବନେଶ୍ୱର: ବିଶ୍ୱ କ୍ରୀଡ଼ାର କେନ୍ଦ୍ରସ୍ଥଳ ହେବାକୁ ଯାଉଛି ରାଜଧାନୀ ଭୁବନେଶ୍ୱର। ଚାମ୍ପିୟନ୍ସ ଟ୍ରଫି ହକି, ଏସିଆନ ଆଥଲେଟିକ୍ ଚାମ୍ପିୟନସିପ୍ ପରେ ଆଗକୁ ରହିଛି ହକି ବିଶ୍ୱକପ୍। ତେବେ ଏଠାରେ ବିଶ୍ୱ ଓ ଏସିଆ କପ୍ ରଗବୀ ଆୟୋଜନ କରିବା ଲାଗି ଯୋଜନା ରହିଛି। ଏନେଇ ଏସିଆ ଓ ବିଶ୍ୱ ରଗବୀ ସଂଘର ପ୍ରତିନିଧି ଆଜି କଳିଙ୍ଗ ଷ୍ଟାଡିୟମରେ ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ ରଗବୀର ରୋମାଞ୍ଚ। […]

ragbi-match-in-kalinga-stadiam

ragbi-match-in-kalinga-stadiam

Rakesh Mallick
  • Published: Monday, 14 August 2017
  • Updated: 14 August 2017, 09:14 PM IST

ଭୁବନେଶ୍ୱର: ବିଶ୍ୱ କ୍ରୀଡ଼ାର କେନ୍ଦ୍ରସ୍ଥଳ ହେବାକୁ ଯାଉଛି ରାଜଧାନୀ ଭୁବନେଶ୍ୱର। ଚାମ୍ପିୟନ୍ସ ଟ୍ରଫି ହକି, ଏସିଆନ ଆଥଲେଟିକ୍ ଚାମ୍ପିୟନସିପ୍ ପରେ ଆଗକୁ ରହିଛି ହକି ବିଶ୍ୱକପ୍। ତେବେ ଏଠାରେ ବିଶ୍ୱ ଓ ଏସିଆ କପ୍ ରଗବୀ ଆୟୋଜନ କରିବା ଲାଗି ଯୋଜନା ରହିଛି। ଏନେଇ ଏସିଆ ଓ ବିଶ୍ୱ ରଗବୀ ସଂଘର ପ୍ରତିନିଧି ଆଜି କଳିଙ୍ଗ ଷ୍ଟାଡିୟମରେ ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ ରଗବୀର ରୋମାଞ୍ଚ। ତା’ସହିତ ନ୍ୟୁଜିଲାଣ୍ଡ ଟିମ୍‌ର ପାରମ୍ପରିକ ହାକା ଡ୍ୟାନ୍ସ। ଅନ୍ତର୍ଜାତୀୟ ରଗବୀ ଟୁର୍ଣ୍ଣାମେଣ୍ଟ ଆୟୋଜନର ସମ୍ଭାବନା ପରଖିବାକୁ ଭୁବନେଶ୍ୱର ଆସିଛନ୍ତି ଭାରତୀୟ ଏସିଆ ଓ ବିଶ୍ୱ ରଗବୀ ସଂଘର କର୍ମକର୍ତ୍ତା। ପୂର୍ବରୁ ଚାମ୍ପିୟନସିପ୍ ଟ୍ରଫି ହକି ଓ ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ ସଫଳ ଆୟୋଜନ କରି ରାଜ୍ୟ ସରକାର ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନର ଦକ୍ଷତା ପ୍ରମାଣିତ କରିସାରିଛନ୍ତି। ଆଜି ରଗବୀ ସଂଘର କର୍ମକର୍ତ୍ତାମାନେ ଷ୍ଟାଡିୟମ ବୁଲି ଦେଖିବା ପରେ ଏଠାରେ ଆବଶ୍ୟକ ଭିତ୍ତିଭୂମି ରହିଥିବା କହିଛନ୍ତି। ରାଜ୍ୟ ସରକାର ସହଯୋଗ ଯୋଗାଇଦେଲେ ଆଗାମୀ ଦିନରେ ଏଠାରେ ଏସିଆ ଓ ବିଶ୍ୱକପ୍ ରଗବୀ ଆୟୋଜନ କରାଯିବ ବୋଲି ବେଞ୍ଜାମିନ୍ ଭାନ୍ ରୁଏନ୍ କହିଛନ୍ତି।

ଚାମ୍ପିୟନସ ଟ୍ରଫି ହକି ଓ ଏସିଆନ ଆଥ୍‌ଲେଟିକ୍ ଚାମ୍ପିୟନସିପ୍‌କୁ ସଫଳତାର ସହ ଆୟୋଜନ କରି ରାଜ୍ୟ ସରକାର ପ୍ରଶଂସିତ ହୋଇଛନ୍ତି। ରଗବୀ ପାଇଁ ମଧ୍ୟ ରାଜ୍ୟ ସରକାର ଅନୁରୂପ ସହଯୋଗ କରିବେ ବୋଲି ରଗବୀ ସଂଘ ପ୍ରତିନିଧି ଆଶା ପ୍ରକାଶ କରିଛନ୍ତି। ଟୁର୍ଣ୍ଣମେଣ୍ଟ ଆୟୋଜନ ନେଇ ରଗବୀ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story