ରାହୁଲଙ୍କୁ ଭେଟିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଖୁବଶୀଘ୍ର ପିସିସି କର୍ମକର୍ତ୍ତା ଘୋଷଣା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ସୋମବାର ନୂଆଦିଲ୍ଲୀରେ କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ତାଙ୍କ ସହିତ ଓଡ଼ିଶା ପ୍ରଭାରୀ ବି.କେ ହରିପ୍ରସାଦ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ରାହୁଲଙ୍କୁ ସାକ୍ଷାତ କରି ଫେରିବା ପରେ ପ୍ରସାଦ କହିଥିଲେ ଯେ ଖୁବଶୀଘ୍ର ପିସିସିର କର୍ମକର୍ତ୍ତାଙ୍କ ତାଲିକା ଘୋଷଣା କରାଯିବ। ଏହା ସହିତ ଦଳର ସାଂଗଠନିକ ସ୍ଥିତି ସଂପର୍କରେ ସେ ରାହୁଲଙ୍କ ସହିତ ଆଲୋଚନା କରିଥିଲେ। […]

prasad harichandana

prasad harichandana

Rakesh Mallick
  • Published: Monday, 13 July 2015
  • Updated: 13 July 2015, 01:10 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ସୋମବାର ନୂଆଦିଲ୍ଲୀରେ କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ତାଙ୍କ ସହିତ ଓଡ଼ିଶା ପ୍ରଭାରୀ ବି.କେ ହରିପ୍ରସାଦ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ରାହୁଲଙ୍କୁ ସାକ୍ଷାତ କରି ଫେରିବା ପରେ ପ୍ରସାଦ କହିଥିଲେ ଯେ ଖୁବଶୀଘ୍ର ପିସିସିର କର୍ମକର୍ତ୍ତାଙ୍କ ତାଲିକା ଘୋଷଣା କରାଯିବ। ଏହା ସହିତ ଦଳର ସାଂଗଠନିକ ସ୍ଥିତି ସଂପର୍କରେ ସେ ରାହୁଲଙ୍କ ସହିତ ଆଲୋଚନା କରିଥିଲେ।

ପ୍ରସାଦ କହିଥିଲେ ଯେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ତେବେ ପିସିସିର କର୍ମକର୍ତ୍ତା ନିଯୁକ୍ତି ପରେ ଯାଇ ସେ ଓଡ଼ିଶା ଆସିବେ। ତେବେ ସେ ନେଇ କୌଣସି ତାରିଖ ନିର୍ଦ୍ଦିଷ୍ଟ କରାଯାଇ ନାହିଁ। ଏବେ ରାଜ୍ୟରେ ବର୍ଷା ଚାଲିଛି। ଏଣୁ ପ୍ରଥମେ ପିସିସିର କର୍ମକର୍ତ୍ତା ନିଯୁକ୍ତ କରାଯିବ ଓ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ତା’ପରେ ରାହୁଲ ଗାନ୍ଧୀ ଓଡ଼ିଶା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story