ସମ୍ବଲପୁରରେ ଧାନ ମିଲ୍‌ରେ ଚଢ଼ାଉ

rice

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଅଞ୍ଚଳରେ ଧାନ ମିଲ୍ ଉପରେ ଜିଲ୍ଲା ଯୋଗାଣ ଓ ରାଜସ୍ୱ ବିଭାଗର ୫ ଜଣିଆ ଟିମ୍ ଚଢ଼ାଉ କରିଛନ୍ତି। ମିଲର୍ସମାନେ ବାହାର ରାଜ୍ୟରୁ ଧାନ ଆଣି ମିଲ୍‌ରେ ମହଜୁଦ ରଖିଥିବା ଅଭିଯୋଗ ହେବା ପରେ ଏହି ଚଢାଉ କରାଯାଇଛି।ଲେ  ତେଣୁ ଚଢ଼ାଉ କରିଛି

ଗତକାଲି ମଧ୍ୟ କେତେକ ଧାନ ମିଲ୍‌ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମଣ୍ଡିରେ ଚାଷୀମାନେ ଧାନ ବିକିବା ଆଗରୁ ହିଁ ମିଲର୍ସମାନେ ଚାଷୀଙ୍କଠାରୁ କମ୍ ଦାମରେ ଧାନ କିଣୁଥିବା ଅଭିଯୋଗ ହୋଇଥିଲା।

Previous ArticleNext Article

Send this to a friend