କାଳବୈଶାଖୀ ବର୍ଷା: ୧୧ ଜିଲ୍ଲାକୁ ସତର୍କ ସୂଚନା

storm

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବି ଅଛି କାଳବୈଶାଖୀ ବର୍ଷା। ଏଥିପାଇଁ ୧୧ଟି ଜିଲ୍ଲାକୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ଗଂଜାମ, ମୟୂରଭଂଜ, ଗଜପତି, କନ୍ଧମାଳ, ସୁବର୍ଣ୍ଣପୁର ଓ ବୌଦ୍ଧ।

Previous ArticleNext Article

Send this to a friend