ଦିନ ୧୨ଟା ୪୫ ମଧ୍ୟରେ ୮ ଜିଲ୍ଲାରେ ହେବ ବର୍ଷା

rain

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆଜି ୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଆଠଟି ଜିଲ୍ଲା ହେଉଛି- ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସବୁ ଜିଲ୍ଲାଗୁଡ଼ିକରେ ଦିନ ୧୨ଟା ୪୫ ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବ। କୁଆପଥର ମାଡ଼ ବି ହେବ। ଏହା ସହିତ ୫୦ ରୁ ୬୦ କି.ମି ବେଗରେ ପବନ ବହିବ।

Previous ArticleNext Article

Send this to a friend