ଚକାପାଦରେ ପ୍ରବଳ ବର୍ଷା: ପୋଲ ଉପରେ ୫ ଫୁଟ୍‌ ଉଚ୍ଚର ପାଣି

ଫୁଲବାଣୀ (ତ୍ରିନାଥ ସାହୁ): ପ୍ରବଳ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ଚକାପାଦ ରାସ୍ତାର ବସ୍ତିଙ୍ଗିଆ ଗାଁ ନିକଟ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ଚକାପାଦ ବ୍ଲକରୁ ଟିକାବାଲି ବ୍ଲକ୍‌ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଜି ସକାଳୁ ପୋଲ ଉପରେ ପ୍ରାୟ ୪ରୁ ୫ ଫୁଟ୍‌ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହେଉଛି। ତେବେ ବର୍ଷା ସାମାନ୍ୟ କମିଥିବାରୁ ଜଳସ୍ତର ଧୀରେ ଧୀରେ କମୁଛି। ଗତକାଲି ରାତିରୁ ଚକାପାଦ ଅଞ୍ଚଳରେ ବର୍ଷା ହେଉଛି। […]

flood1

flood1

Rakesh Mallick
  • Published: Friday, 20 July 2018
  • Updated: 20 July 2018, 11:52 AM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): ପ୍ରବଳ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ଚକାପାଦ ରାସ୍ତାର ବସ୍ତିଙ୍ଗିଆ ଗାଁ ନିକଟ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ଚକାପାଦ ବ୍ଲକରୁ ଟିକାବାଲି ବ୍ଲକ୍‌ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଜି ସକାଳୁ ପୋଲ ଉପରେ ପ୍ରାୟ ୪ରୁ ୫ ଫୁଟ୍‌ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହେଉଛି। ତେବେ ବର୍ଷା ସାମାନ୍ୟ କମିଥିବାରୁ ଜଳସ୍ତର ଧୀରେ ଧୀରେ କମୁଛି।

ଗତକାଲି ରାତିରୁ ଚକାପାଦ ଅଞ୍ଚଳରେ ବର୍ଷା ହେଉଛି। ରାତି ପ୍ରବଳ ବର୍ଷା ହୋଇଥିବାରୁ ଏଠାକାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos