ଅସରାଏ ବର୍ଷାରେ ବେହାଲ ଢେଙ୍କାନାଳ ମେଡିକାଲ

denkanal

ଢେଙ୍କାନାଳ: ଅସରାଏ ବର୍ଷାରେ ବେହାଲ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ମେଡିକାଲ ବାହାରେ ଓ ୱାର୍ଡ ଭିତରେ ଲହରୀ ଭାଙ୍ଗୁଛି ବର୍ଷା ଜଳ। ବର୍ଷା ପରେ ରାସ୍ତାର ସମସ୍ତ ଅପରିଷ୍କାର ପାଣି ମେଡିକାଲ ୱାର୍ଡ ଭିତରେ ଜମା ହୋଇଛି। ଏଭଳି ଅବସ୍ଥାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସଂପର୍କୀୟ।

Previous ArticleNext Article