ରାଇରଙ୍ଗପୁର: ଝାରଖଣ୍ଡର ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା

ରାଇରଙ୍ଗପୁର: ରାଇରଙ୍ଗପୁର ପୌର ପରିଷଦ ପକ୍ଷରୁ ଝାରଖଣ୍ଡ ରାଜ୍ୟପାଳ ଦୌପଦୀ ମୁର୍ମୁଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପୌରପରିଷଦ ଅଧ୍ୟକ୍ଷା ଶୈଳାବାଳା ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ, ସାଲ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ରାଜ୍ୟପାଳ ଦୌପଦୀ ମୁର୍ମୁ ଆକାଶବାଣୀ,ଦୂରଦର୍ଶନ ଓ ସିନେ ଜଗତର ବିଶିଷ୍ଟ ଗୀତିକାର ସ୍ୱର୍ଗତ ଜିତେନ୍ଦ୍ର ନାଥ ପଟ୍ଟନାୟକ, ଛଉ ଓ ଝୁମର ବିଶାରଦ ସ୍ୱର୍ଗତ ଗିରିଶି ଚନ୍ଦ୍ର ମହାନ୍ତଙ୍କୁ ମରଣୋତ୍ତର […]

rairangapur

rairangapur

Rakesh Mallick
  • Published: Tuesday, 21 July 2015
  • Updated: 21 July 2015, 07:55 AM IST

Sports

Latest News

ରାଇରଙ୍ଗପୁର: ରାଇରଙ୍ଗପୁର ପୌର ପରିଷଦ ପକ୍ଷରୁ ଝାରଖଣ୍ଡ ରାଜ୍ୟପାଳ ଦୌପଦୀ ମୁର୍ମୁଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପୌରପରିଷଦ ଅଧ୍ୟକ୍ଷା ଶୈଳାବାଳା ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ, ସାଲ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଉତ୍ସବରେ ରାଜ୍ୟପାଳ ଦୌପଦୀ ମୁର୍ମୁ ଆକାଶବାଣୀ,ଦୂରଦର୍ଶନ ଓ ସିନେ ଜଗତର ବିଶିଷ୍ଟ ଗୀତିକାର ସ୍ୱର୍ଗତ ଜିତେନ୍ଦ୍ର ନାଥ ପଟ୍ଟନାୟକ, ଛଉ ଓ ଝୁମର ବିଶାରଦ ସ୍ୱର୍ଗତ ଗିରିଶି ଚନ୍ଦ୍ର ମହାନ୍ତଙ୍କୁ ମରଣୋତ୍ତର ଭାବେ  ଓ  ଆଉ ୮ଜଣ ନାଗରିକଙ୍କୁ କଳା, ସାହିତ୍ୟ, ସଂସ୍କୃତି, କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁଷ୍ପଗୁଚ୍ଛ, ସାଲ ଓ ପ୍ରଶଂସା ପତ୍ର  ପ୍ରଦାନ କରି ସମ୍ବର୍ନ୍ଧିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story