ରାଜଧାନୀରେ ବାହୁଡାଯାତ୍ରା ପାଳିତ

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାରେ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷକରି ଇସ୍କନ, ଶୈଳଶ୍ରୀ ବିହାର ତଥା ଅନ୍ୟ କେତେକ ସ୍ଥାନରେ ହେଉଥିବା ବଡ଼ ରଥ ନିକଟରେ ଅଧିକ ସୁରକ୍ଷା ଦିଆଯାଇଛି। ସମଗ୍ର ରାଜଧାନୀରେ ମୋଟ୍ ୨୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ରଥଯାତ୍ରାର ହେଉଥିବାରୁ ସବୁ ଅଞ୍ଚଳରେ ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସେହିଭଳି ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପୁରୀକୁ ଭୁବନେଶ୍ୱର ଦେଇ […]

prasadharichandan

prasadharichandan

Rakesh Mallick
  • Published: Sunday, 26 July 2015
  • Updated: 26 July 2015, 02:34 PM IST

Sports

Latest News

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାରେ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷକରି ଇସ୍କନ, ଶୈଳଶ୍ରୀ ବିହାର ତଥା ଅନ୍ୟ କେତେକ ସ୍ଥାନରେ ହେଉଥିବା ବଡ଼ ରଥ ନିକଟରେ ଅଧିକ ସୁରକ୍ଷା ଦିଆଯାଇଛି। ସମଗ୍ର ରାଜଧାନୀରେ ମୋଟ୍ ୨୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ରଥଯାତ୍ରାର ହେଉଥିବାରୁ ସବୁ ଅଞ୍ଚଳରେ ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସେହିଭଳି ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପୁରୀକୁ ଭୁବନେଶ୍ୱର ଦେଇ ଲୋକେ ଯାଉଥିବାରୁ ସମ୍ପୃକ୍ତ ଅଞ୍ଚଳରେ ମଧ୍ୟ ଟ୍ରାଫିକ ପୋଲିସ ମୁତୟନ କରାଯାଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story