ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କୃଷକ ମୋର୍ଚ୍ଚା

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀଠାରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ବେଳେ ପୋଲିସ୍‌ ଓ ପ୍ରଶାସନ ସେମାନଙ୍କ ମୁହଁରୁ ଖାଦ୍ୟ ଛଡ଼ାଇ ନେଇ ମାଡ ମାରିବା ପ୍ରତିବାଦରେ ଆଜି ଭରତୀୟ ଜନତା କୃଷକ ମୋର୍ଚ୍ଚା ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛି। ରାଜ୍ୟରେ କୃଷକଙ୍କ ଉପରେ ପୋଲିସ୍‌ ପ୍ରଶାସନ ଅତ୍ୟାଚାର କରୁଥିବାରୁ ମାନବାଧିକାର କମିଶନ ଏଥିରେ ହସ୍ତକ୍ଷେପ କରନ୍ତୁ ମୋର୍ଚ୍ଚା ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଗତ ୨୮ ତାରିଖରେ […]

krusaka-morcha

krusaka-morcha

Rakesh Mallick
  • Published: Friday, 30 December 2016
  • Updated: 30 December 2016, 05:58 PM IST

Sports

Latest News

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀଠାରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ବେଳେ ପୋଲିସ୍‌ ଓ ପ୍ରଶାସନ ସେମାନଙ୍କ ମୁହଁରୁ ଖାଦ୍ୟ ଛଡ଼ାଇ ନେଇ ମାଡ ମାରିବା ପ୍ରତିବାଦରେ ଆଜି ଭରତୀୟ ଜନତା କୃଷକ ମୋର୍ଚ୍ଚା ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛି। ରାଜ୍ୟରେ କୃଷକଙ୍କ ଉପରେ ପୋଲିସ୍‌ ପ୍ରଶାସନ ଅତ୍ୟାଚାର କରୁଥିବାରୁ ମାନବାଧିକାର କମିଶନ ଏଥିରେ ହସ୍ତକ୍ଷେପ କରନ୍ତୁ ମୋର୍ଚ୍ଚା ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଗତ ୨୮ ତାରିଖରେ ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ହଜାର ହଜାର ଚାଷୀ ସେମାନଙ୍କର ଜୀବନଜୀବବିକା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ବେଳେ ପୋଲିସ୍‌ ଓ ପ୍ରଶାସନ ସେମାନଙ୍କୁ ମାଡ଼ ମାରିବା ସହିତ ମୁହଁରୁ ଖାଦ୍ୟ ଛଡ଼ାଇ ନେଇଥିଲା। ଭୁବନେଶ୍ୱରରେ ହେବାକୁ ଥିବା କୃଷକ ମହାସଭାକୁ ଜାଣିଶୁଣି ପୋଲିସ୍‌ ଲଗାଇ ଭଣ୍ଡୁର କରାଯାଇଥିଲା। ଏପରିକି କୃଷକମାନଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା ବୋଲି ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story