ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆସନ୍ତା ୨୯ରେ ସବୁ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜେପି ଆସନ୍ତା ୨୯ ତାରିଖରେ ରାଜରାସ୍ତାକୁ ଓହ୍ଲାଇବ। ଖାଦ୍ୟ ସୁରକ୍ଷା ଆଇନରୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିବା, ଇନପୁଟ୍‌ ସବ୍‌ସିଡି ଯୋଗାଇ ନ ଦେବା, ମରୁଡ଼ି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ନ ମିଳିବା ଓ ଓଡ଼ିଶାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ନ କରିବା ପ୍ରତିବାଦରେ ୨୯ରେ ଦଳ ସବୁ ବ୍ଲକ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି […]

basanta-panda

basanta-panda

Rakesh Mallick
  • Published: Wednesday, 27 July 2016
  • Updated: 27 July 2016, 04:55 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜେପି ଆସନ୍ତା ୨୯ ତାରିଖରେ ରାଜରାସ୍ତାକୁ ଓହ୍ଲାଇବ। ଖାଦ୍ୟ ସୁରକ୍ଷା ଆଇନରୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିବା, ଇନପୁଟ୍‌ ସବ୍‌ସିଡି ଯୋଗାଇ ନ ଦେବା, ମରୁଡ଼ି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ନ ମିଳିବା ଓ ଓଡ଼ିଶାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ନ କରିବା ପ୍ରତିବାଦରେ ୨୯ରେ ଦଳ ସବୁ ବ୍ଲକ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାରଙ୍କ ପାଖରେ ଅର୍ଥର ଅଭାବ ନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଥିବା ସ୍ଥାଣୁ ଓ ଅପାରଗ ସରକାର ପାଇଁ ଓଡ଼ିଶାର ସାଧାରଣ ଲୋକେ ସେମାନଙ୍କ ହକ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି।

ସେ କହିଛନ୍ତି, “ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ଚୟନରେ ବିଭ୍ରାଟ ଯୋଗୁଁ ଲକ୍ଷ ଲକ୍ଷ ପ୍ରକୃତ ହିତାଧିକାରୀ ବାଦ୍‌ ପଡିଛନ୍ତି। ସରକାରୀ ଦଳ ନେତାଙ୍କ ଇଙ୍ଗିତରେ ପ୍ରଶାସକ ତାଲିକା ପ୍ରସ୍ତୁତ କରିଛନ୍ତି। ଏବେ ସାଧାରଣ ଲୋକଙ୍କ ମୁଣ୍ଡରେ ଦୋଷ ଲଦି ସରକାର ଖସି ଯିବାକୁ ବସିଛନ୍ତି।”

ସେ ଆହୁରି କହିଛନ୍ତି, “ରାଜ୍ୟ ସରକାର ମରୁଡ଼ି ସମୟରେ ଇନ୍‌ପୁଟ ସବ୍‌ସିଡି ଯୋଗାଇ ଦେବାକୁ ଦାବି କରିଥିଲେ। କିନ୍ତୁ ଗ୍ରାମାଞ୍ଚଳରେ ହଜାର ହଜାର ଯୋଗ୍ୟ ଚାଷୀ ସବ୍‌ସିଡି ପାଇବାରୁ ବଞ୍ଚିତ ହୋଇଛନ୍ତି। ଗତବର୍ଷର ମରୁଡ଼ି ଜନିତ ବୀମା ରାଶି ଏପର୍ଯ୍ୟନ୍ତ ଚାଷୀ ପାଇନାହାନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଓଡ଼ିଶାର ଚାଷୀଙ୍କୁ ସାମିଲ କରା ନ ଯାଇ ସେମାନଙ୍କ କ୍ଷତି କରାଯାଉଛି। ରାଜ୍ୟ ସରକାରଙ୍କ ଏସବୁ ଅପାରଗତାକୁ ନେଇ ଆମେ ଜୁଲାଇ ୨୯ରେ ସବୁ ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story