ରାଜ୍ୟ ସରକାରୀ କର୍ମଚାରୀଙ୍କ ୭ ପ୍ରତିଶତ ମହଙ୍ଗା ଭତ୍ତା

naveen

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନବୀନ ପଟ୍ଟନାୟକ ନୂଆବର୍ଷ ପୂର୍ବରୁ ଭେଟି ଦେଇଛନ୍ତି। ଏହି ଭେଟି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରି ନବୀନ ଦେଇଛନ୍ତି।  ରାଜ୍ୟ ସରକାରୀ କର୍ମଚାରୀଙ୍କ ୭ ପ୍ରତିଶତ ମହଙ୍ଗା ଭତ୍ତା ବୃତ୍ତି କରାଯାଇଛି। ଫଳରେ ମହଙ୍ଗା ଭତ୍ତା ଏବେ ୧୨୫ ପ୍ରତିଶତରୁ ୧୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ। ସରକାରଙ୍କ ଏହି ଘୋଷଣାରୁ ୪ ଲକ୍ଷ କର୍ମଚାରୀ ଓ ୩ ଲକ୍ଷ ପେନ୍‌ସନ୍‌ଭୋଗୀ ଉପକୃତ ହେବ।

Previous ArticleNext Article

Send this to a friend