ଗଛକୁ ରାଖୀ ବାନ୍ଧି ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦେଲେ ଆଦିବାସୀ ମହିଳା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଜାମସେଦପୁର ନିକଟରେ ଗଛକୁ ରାଖୀ ବାନ୍ଧି ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦେଲେ ଆଦିବାସୀ ମହିଳା।  ଜାମସେଦପୁର ନିକଟକ ମୁଟୁର ଗାଁରେ ଆଦିବାସୀ ମହିଳାମାନେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ।  ସେଠାରେ ଗଛକୁ ପୂଜାର୍ଚ୍ଚନା ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରାଖୀ ବାନ୍ଧିଥିଲେ। ପରେ ସେମାନେ ପରମ୍ପରା ଅନୁସାରେ ନାଚଗୀତ କରି ରାଖୀ ପୂର୍ଣ୍ଣମୀ ପର୍ବକୁ ପାଳନ କରିଥିଲେ।

rakhi

rakhi

Rakesh Mallick
  • Published: Monday, 07 August 2017
  • Updated: 07 August 2017, 09:44 AM IST

Sports

Latest News

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଜାମସେଦପୁର ନିକଟରେ ଗଛକୁ ରାଖୀ ବାନ୍ଧି ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦେଲେ ଆଦିବାସୀ ମହିଳା।  ଜାମସେଦପୁର ନିକଟକ ମୁଟୁର ଗାଁରେ ଆଦିବାସୀ ମହିଳାମାନେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ।  ସେଠାରେ ଗଛକୁ ପୂଜାର୍ଚ୍ଚନା ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରାଖୀ ବାନ୍ଧିଥିଲେ।

ପରେ ସେମାନେ ପରମ୍ପରା ଅନୁସାରେ ନାଚଗୀତ କରି ରାଖୀ ପୂର୍ଣ୍ଣମୀ ପର୍ବକୁ ପାଳନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos