ଜେଲରେ ରମେଶ ଜେନାଙ୍କୁ ଭେଟିଲେ କଂଗ୍ରେସ ବିଧାୟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଜେଲ୍‌ରେ ଥିବା ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ବିଧାୟକ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ୭ ଜଣ ବିଧାୟକ ଆଜି ଜେଲ୍‌କୁ ଯାଇ ରମେଶଙ୍କୁ ଭେଟିଛନ୍ତି। ଏ ନେଇ ତାରା କହିଛନ୍ତି,“ରମେଶ ଜେନା କଂଗ୍ରେସର ଜଣେ ପୂର୍ବତନ ବିଧାୟକ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ। ଏଥିରେ କୌଣସି ରାଜନୀତି ନାହିଁ।”

tara-ramesh

tara-ramesh

Rakesh Mallick
  • Published: Friday, 02 December 2016
  • Updated: 02 December 2016, 09:55 PM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଜେଲ୍‌ରେ ଥିବା ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ବିଧାୟକ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ୭ ଜଣ ବିଧାୟକ ଆଜି ଜେଲ୍‌କୁ ଯାଇ ରମେଶଙ୍କୁ ଭେଟିଛନ୍ତି।

ଏ ନେଇ ତାରା କହିଛନ୍ତି,“ରମେଶ ଜେନା କଂଗ୍ରେସର ଜଣେ ପୂର୍ବତନ ବିଧାୟକ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ। ଏଥିରେ କୌଣସି ରାଜନୀତି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos