୬ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ

ସାଲେପୁର(ଓଡ଼ିଶା ରିପୋର୍ଟର): ସାଲେପୁରରେ ଲଜ୍ଜା। ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।  ତାକୁ ଗତକାଲି ମୁମୂର୍ଷୁ ଅବସ୍ଥାରେ ଏକ ସ୍କୁଲ ବାରଣ୍ଡାରୁ ଉଦ୍ଧାର କରାଯାଇଥିଲା। ତା’ ଅବସ୍ଥା ଗୁରୁତର ଥିବାରୁ ତାକୁ ପ୍ରଥମେ ସାଲେପୁର ଓ ପରେ କଟକ ବଡ଼  ମେଡିକାଲରେ ଭର୍ତ୍ତି କରଯାଇଛି। ଅଭିଯୋଗ ଅନୁସାରେ ଝିଅଟି ଗତକାଲି ସଂଧ୍ୟାରେ ଚକଲେଟ୍‌ ଆଣିବା ପାଇଁ ଘରୁ ବାହାରକୁ  ଯାଇଥିଲା।  ତେବେ ଦୀର୍ଘ ସମୟ ଧରି ସେ ଘରକୁ ନଫେରିବା […]

uuu

uuu

Rakesh Mallick
  • Published: Sunday, 22 April 2018
  • Updated: 22 April 2018, 08:33 AM IST

Sports

Latest News

ସାଲେପୁର(ଓଡ଼ିଶା ରିପୋର୍ଟର): ସାଲେପୁରରେ ଲଜ୍ଜା। ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।  ତାକୁ ଗତକାଲି ମୁମୂର୍ଷୁ ଅବସ୍ଥାରେ ଏକ ସ୍କୁଲ ବାରଣ୍ଡାରୁ ଉଦ୍ଧାର କରାଯାଇଥିଲା। ତା’ ଅବସ୍ଥା ଗୁରୁତର ଥିବାରୁ ତାକୁ ପ୍ରଥମେ ସାଲେପୁର ଓ ପରେ କଟକ ବଡ଼  ମେଡିକାଲରେ ଭର୍ତ୍ତି କରଯାଇଛି।

ଅଭିଯୋଗ ଅନୁସାରେ ଝିଅଟି ଗତକାଲି ସଂଧ୍ୟାରେ ଚକଲେଟ୍‌ ଆଣିବା ପାଇଁ ଘରୁ ବାହାରକୁ  ଯାଇଥିଲା।  ତେବେ ଦୀର୍ଘ ସମୟ ଧରି ସେ ଘରକୁ ନଫେରିବା ପରେ ପରିବାର ଲୋକେ ଖୋଜାଖୋଜି କରିଥିଲେ।  ଏହାପରେ ନିକଟରେ ଥିବା ସ୍କୁଲ  ବାରଣ୍ଡାରେ ସେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ।  ତା ପାଟିରୁ ରକ୍ତ ବାହାରୁଥିଲା। ଶିଶୁଟିକୁ ସଙ୍ଗେ ସଙ୍ଗେ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏନେଇ ପରିବାର ଲୋକେ  ସାଲେପୁର ଥାନାରେ ଏତଲା ଦେଇଛନ୍ତି। ଏତଲାରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଉଲ୍ଲେଖ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story