ସୁରତରେ ଦୁଷ୍କର୍ମ ଓ ହତ୍ୟାର ଶିକାର ନାବାଳିକା ଓଡ଼ିଶାର!

ସୁରତ ( ଓଡ଼ିଶା ରିପୋର୍ଟର): ସୁରତ ଭେସ୍ତାନ ଅଞ୍ଚଳରେ ଅଚିହ୍ନା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁଜରାଟ ଗୃହମନ୍ତ୍ରୀ ପି.ଏସ୍ ଜାଡେଜା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଏଯାଏଁ ପୀଡ଼ିତାଙ୍କ ପରିବାର ସମ୍ପର୍କରେ ପୋଲିସ କିଛି ସୂଚନା ପାଇନି। ହେଲେ ମୃତ ନାବାଳିକା ଓଡ଼ିଶାର ହୋଇଥିବା ସନ୍ଦେହ କରାଯାଉଛି। ନାବାଳିକାକୁ ଚିହ୍ନଟ ପାଇଁ ସବୁ ଆଡ଼େ ପୋଷ୍ଟର ଲଗାଯାଇଛି। ନିଖୋଜ ହୋଇଥିବା ପ୍ରାୟ ୮ ହଜାର ବାଳିକାଙ୍କ ଫଟୋ ସହ ମୃତ ନାବାଳିକାର ଫଟୋ ମେଳା […]

deadbody

deadbody

Rakesh Mallick
  • Published: Monday, 16 April 2018
  • Updated: 16 April 2018, 03:47 PM IST

Sports

Latest News

ସୁରତ ( ଓଡ଼ିଶା ରିପୋର୍ଟର): ସୁରତ ଭେସ୍ତାନ ଅଞ୍ଚଳରେ ଅଚିହ୍ନା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁଜରାଟ ଗୃହମନ୍ତ୍ରୀ ପି.ଏସ୍ ଜାଡେଜା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଏଯାଏଁ ପୀଡ଼ିତାଙ୍କ ପରିବାର ସମ୍ପର୍କରେ ପୋଲିସ କିଛି ସୂଚନା ପାଇନି। ହେଲେ ମୃତ ନାବାଳିକା ଓଡ଼ିଶାର ହୋଇଥିବା ସନ୍ଦେହ କରାଯାଉଛି। ନାବାଳିକାକୁ ଚିହ୍ନଟ ପାଇଁ ସବୁ ଆଡ଼େ ପୋଷ୍ଟର ଲଗାଯାଇଛି। ନିଖୋଜ ହୋଇଥିବା ପ୍ରାୟ ୮ ହଜାର ବାଳିକାଙ୍କ ଫଟୋ ସହ ମୃତ ନାବାଳିକାର ଫଟୋ ମେଳା ଯାଉଛି। ଘଟଣା ଘଟିଥିବା ଅଞ୍ଚଳରେ ମଧ୍ୟ ସିସିଟିଭି ଫୁଟେଜ ସହ ମୋବାଇଲ କଲ୍ ରେକର୍ଡ ଯାଞ୍ଚ ଚାଲିଛି। ଏନେଇ ଓଡ଼ିଶା ପୋଲିସ ଡିଜିଙ୍କ ସହ ଯୋଗାଯୋଗ କରାଯାଇଛି।”

ସୁରତର ଓଡ଼ିଆ ବହୁଳ ଭେସ୍ତାନ ଅଞ୍ଚଳରୁ ଗତ ୬ ତାରିଖରେ ଉଦ୍ଧାର ହୋଇଥିଲା ୧୧ ବର୍ଷୀୟ ଅପରିଚିତ ନାବାଳିକର ମୃତଦେହ। ବ୍ୟବଚ୍ଛେଦ ରିପୋର୍ଟରୁ ନାବାଳିକାକୁ ପ୍ରାୟ ୮ ଦିନ ଧରି ଦୁଷ୍କର୍ମ ପରେ ନିର୍ମମ ଭାବେ ତଣ୍ଟି ଚିପି ହତ୍ୟା  କରାଯାଇଥିବା ଜଣାପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story