ରବୀନ୍ଦ୍ରମଣ୍ଡପରେ ସାହିତ୍ୟ, ସଙ୍ଗୀତ ଓ ନୃତ୍ୟର ମହାମିଳନ, ଦେଖନ୍ତୁ କିଛି ଝଲକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୋମବାର ରବୀନ୍ଦ୍ର ମଣ୍ଡପରେ ଏକ ବିରଳ ସଂଯୋଗ ଦେଖିବାକୁ ମିଳିଥିଲା। ସାହିତ୍ୟ, ସଙ୍ଗୀତ ଓ ନୃତ୍ୟର ଥିଲା ମହାମିଳନ। ଓଡିଶା ସାହିତ୍ୟ ଓ ସଂସ୍କୃତିର ତିନି ମହାନ ବ୍ୟକ୍ତିତ୍ୱଙ୍କୁ ଏକାଠି ଦେଖିଥିଲେ ଦର୍ଶକ। ଏହି ତିନିଜଣ ହେଲେ ବିଶିଷ୍ଟ ଔପନ୍ୟାସିକ ପଦ୍ମଶ୍ରୀ ପ୍ରତିଭା ରାୟ,  ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ କୁମ ମହାନ୍ତି ଓ ପ୍ରସିଦ୍ଧ ଗୀତିକାର, ଗାଳ୍ପିକ ତଥା ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କର। ପ୍ରତିଭା ରାୟଙ୍କ ବହୁଚର୍ଚ୍ଚିତ ‘ଯାଜ୍ଞସେନୀ’ ରଚନାକୁ ନୃତ୍ୟଶୀଳ୍ପୀ […]

j-330

j-330

Rakesh Mallick
  • Published: Tuesday, 06 March 2018
  • Updated: 06 March 2018, 04:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୋମବାର ରବୀନ୍ଦ୍ର ମଣ୍ଡପରେ ଏକ ବିରଳ ସଂଯୋଗ ଦେଖିବାକୁ ମିଳିଥିଲା। ସାହିତ୍ୟ, ସଙ୍ଗୀତ ଓ ନୃତ୍ୟର ଥିଲା ମହାମିଳନ। ଓଡିଶା ସାହିତ୍ୟ ଓ ସଂସ୍କୃତିର ତିନି ମହାନ ବ୍ୟକ୍ତିତ୍ୱଙ୍କୁ ଏକାଠି ଦେଖିଥିଲେ ଦର୍ଶକ। ଏହି ତିନିଜଣ ହେଲେ ବିଶିଷ୍ଟ ଔପନ୍ୟାସିକ ପଦ୍ମଶ୍ରୀ ପ୍ରତିଭା ରାୟ,  ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ କୁମ ମହାନ୍ତି ଓ ପ୍ରସିଦ୍ଧ ଗୀତିକାର, ଗାଳ୍ପିକ ତଥା ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କର।

ପ୍ରତିଭା ରାୟଙ୍କ ବହୁଚର୍ଚ୍ଚିତ ‘ଯାଜ୍ଞସେନୀ’ ରଚନାକୁ ନୃତ୍ୟଶୀଳ୍ପୀ କୁମ କୁମ ମହାନ୍ତି ନୃତ୍ୟରେ ବଖାଣିଥିଲେ।  ଯାହାକୁ  ସଙ୍ଗୀତ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର। ନୃତ୍ୟାଭିନୟରେ କୁମ କୁମ ମହାନ୍ତି  କେତେବେଳେ ଦ୍ରୌପଦୀ ତ’ କେତେବେଳେ ଭୀମ ଅଭିନୟରେ ଦର୍ଶକଙ୍କୁ ସ୍ତମ୍ବିଭୁତ କରିଥିଲେ। ଏହି ଯାଜ୍ଞସେନୀ ଉପନ୍ୟାସ ପାଇଁ  ପ୍ରତିଭା ରାୟ ୧୯୯୦ରେ ଶାରଳା ପୁରସ୍କାର ଓ ୧୯୯୧ରେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story