ପୁଣି ବିଭ୍ରାଟ: ପହଣ୍ଡି ବେଳେ ମହାପ୍ରଭୁଙ୍କୁ ସ୍ପର୍ଶ, ଟାହିଆ ଭାଙ୍ଗିନେଲେ ଶ୍ରଦ୍ଧାଳୁ

ପୁରୀ(ଓଡିଶା ରିପୋର୍ଟର): କଟକଣା ଏବଂ ପ୍ରଶାସନିକ ନିର୍ଦ୍ଦେଶ ସତ୍ତ୍ୱେ ଚଳିତ ଘୋଷଯାତ୍ରାରେ ପୁଣି ବିଭ୍ରାଟ ଅଭିଯୋଗ ଆସିଛି। ପହଣ୍ଡି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ପର୍ଶ କରିଛନ୍ତି ଭକ୍ତ । ଚାରମାଳକୁ ଉଠିବା ସମୟରେ କିଛି ଭକ୍ତ ଆଜି ଶ୍ରୀଜଗନ୍ନାଥଙ୍କୁ ଛୁଇଁଛନ୍ତି । କେବଳ ସାଧାରଣ ଭକ୍ତ ନୁହଁନ୍ତି, କର୍ଡନ୍ ପାସ୍ ପାଇଥିବା ଭକ୍ତ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ମଧ୍ୟ ମହାପ୍ରଭୁଙ୍କୁ ସ୍ପର୍ଶ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଶେଷ ପରେ ଟାହିଆକୁ […]

maxresdefault

maxresdefault

Rakesh Mallick
  • Published: Saturday, 14 July 2018
  • Updated: 14 July 2018, 09:15 PM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର): କଟକଣା ଏବଂ ପ୍ରଶାସନିକ ନିର୍ଦ୍ଦେଶ ସତ୍ତ୍ୱେ ଚଳିତ ଘୋଷଯାତ୍ରାରେ ପୁଣି ବିଭ୍ରାଟ ଅଭିଯୋଗ ଆସିଛି। ପହଣ୍ଡି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ପର୍ଶ କରିଛନ୍ତି ଭକ୍ତ । ଚାରମାଳକୁ ଉଠିବା ସମୟରେ କିଛି ଭକ୍ତ ଆଜି ଶ୍ରୀଜଗନ୍ନାଥଙ୍କୁ ଛୁଇଁଛନ୍ତି । କେବଳ ସାଧାରଣ ଭକ୍ତ ନୁହଁନ୍ତି, କର୍ଡନ୍ ପାସ୍ ପାଇଥିବା ଭକ୍ତ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ମଧ୍ୟ ମହାପ୍ରଭୁଙ୍କୁ ସ୍ପର୍ଶ କରିଥିବା ଦେଖିବାକୁ ମିଳିଥିଲା ।

ସେହିପରି ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଶେଷ ପରେ ଟାହିଆକୁ କଢ଼ାଯିବାର କିଛି ସମୟ ମଧ୍ୟରେ ଏହାକୁ ଛିଣ୍ଡାଇ ନିଆଯାଉଥିବା ଦେଖିବାକୁ ମିଳିଥିଲା । ଘଟଣାକୁ କିଛି ବରିଷ୍ଠ ଅଧିକାରୀ ଦେଖୁଥିଲେ ମଧ୍ୟ ରୋକି ପାରି ନ ଥିଲେ । ତେବେ ଶ୍ରୀବଳଭଦ୍ରଙ୍କ ଟାହିଆକୁ ଅକ୍ଷତ ଅବସ୍ଥାରେ କଢ଼ାଯାଇଥିଲା ଏବଂ ଏହାକୁ ନିଜେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରାଯାଇଥିଲା । ପରେ ସୂଚନା କେନ୍ଦ୍ରରେ ରଖାଯାଇଥିଲା। ତେବେ ଶ୍ରୀଜଗନ୍ନାଥଙ୍କ ଟାହିଆକୁ ସୁରକ୍ଷିତ କଢ଼ାଯାଇ ଦେବାଦେବୀଙ୍କୁ ଦିଆଗଲା ବୋଲି କହିଛନ୍ତି ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ର । ତେବେ ଉଭୟ ଘଟଣା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story