ରଥଯାତ୍ରାରେ ବିଭ୍ରାଟ ନେଇ ଗୁଇନ୍ଦା ବିଭାଗର ଆଶଙ୍କା: ରଥ ଦଉଡ଼ି ନେଇ ପୁରୀ ଏସ୍‌ପିଙ୍କୁ କଣ ବାର୍ତ୍ତା ଦେଲେ ସ୍ପେଶାଲ୍ ବ୍ରାଞ୍ଚ ଏସ୍‌ପି ପଢନ୍ତୁ

ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରାରେ ବିଭ୍ରାଟ ଆଶଙ୍କା। ରଥଟଣା ପାଇଁ ଆବଶ୍ୟକ ଦଉଡ଼ି ପ୍ରସ୍ତୁତି କାମ ଅଟକିଯାଇଥିବାରୁ  ଯାତ୍ରାରେ ବିଭ୍ରାଟ ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଗୁଇନ୍ଦା ବିଭାଗ। ପ୍ରସଙ୍ଗ ଅତି ଜରୁରୀ  ଓ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ପୁରୀ ଏସ୍‌ପିଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ସ୍ପେଶାଲ ବ୍ରାଞ୍ଚ ଏସ୍‌ପି। ଦଉଡ଼ି ପ୍ରସ୍ତୁତ ହେଉଥିବା ପୁରୀ ଜିଲ୍ଲା ବୀରପ୍ରତାପପୁରସ୍ଥିତ କତା କାରଖାନାରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପରିପ୍ରେକ୍ଷୀରେ ସ୍ପେଶାଲ୍ ବ୍ରାଞ୍ଚ […]

v-999

v-999

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 07:51 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରାରେ ବିଭ୍ରାଟ ଆଶଙ୍କା। ରଥଟଣା ପାଇଁ ଆବଶ୍ୟକ ଦଉଡ଼ି ପ୍ରସ୍ତୁତି କାମ ଅଟକିଯାଇଥିବାରୁ  ଯାତ୍ରାରେ ବିଭ୍ରାଟ ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଗୁଇନ୍ଦା ବିଭାଗ। ପ୍ରସଙ୍ଗ ଅତି ଜରୁରୀ  ଓ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ପୁରୀ ଏସ୍‌ପିଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ସ୍ପେଶାଲ ବ୍ରାଞ୍ଚ ଏସ୍‌ପି। ଦଉଡ଼ି ପ୍ରସ୍ତୁତ ହେଉଥିବା ପୁରୀ ଜିଲ୍ଲା ବୀରପ୍ରତାପପୁରସ୍ଥିତ କତା କାରଖାନାରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପରିପ୍ରେକ୍ଷୀରେ ସ୍ପେଶାଲ୍ ବ୍ରାଞ୍ଚ ଏସ୍‌ପି ଏପରି ଚିଠି ଲେଖିଛନ୍ତି । ଆସନ୍ତା ୧୪ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଯାଏଁ ରଥ ଟାଣିବା ଲାଗି ଦଉଡ଼ି ପ୍ରସ୍ତୁତ ହୋଇପାରିନି।

ରଥ ଟାଣିବା ପାଇଁ ପ୍ରତିବର୍ଷ ୧୮ଟି ଦଉଡ଼ି ଯୋଗାଇ ଥାଏ କତା ନିଗମ।  ସେଥିମଧ୍ୟରୁ ୧୪ଟି ଦଉଡ଼ି ରଥ ଟଣା ଓ ୪ଟି କର୍ଡ଼ନରେ ବ୍ୟବହାର ହୋଇଥାଏ । ତାବାଦେ ବାରିପାଦ, ନୀଳଗିରି, ନୟାଗଡ଼, ବାଲେଶ୍ୱର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଭୁବନେଶ୍ୱରସ୍ଥିତ ଇସ୍କନ ଓ କିଟ୍ ଜଗନ୍ନାଥ ମନ୍ଦିର ରଥଯାତ୍ରା ପାଇଁ ମଧ୍ୟ ଦଉଡ଼ି ଏହିଠାରୁ ଆସିଥାଏ।  ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ବୃଦ୍ଧି ଦାବିରେ ଗତ ୨୧ ତାରିଖରୁ କତା ବୋର୍ଡ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story