କେବଳ ଶ୍ରୀକ୍ଷେତ୍ର ନୁହେଁ ଏସବୁ ଜିଲ୍ଲାରେ ଏଥର ହୋଇପାରେ ରଥଟଣା ବିଭ୍ରାଟ, ପଢନ୍ତୁ ବିବାଦ ପଛର ପ୍ରକୃତ କାହାଣୀ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଏଥର ରଥ ଯାତ୍ରାରେ ଉପୁଜିପାରେ ବିଭ୍ରାଟ। କାରଣ ରଥ ତିଆରି କାମ ଜୋରସୋରରେ ଆଗେଇ ଚାଲିଥିବା ବେଳେ ରଥ ଦଉଡ଼ିକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ। ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଆଉ ୨୦ ଦିନ ଥିବା ବେଳେ ରଥ ଟାଣିବା ପାଇଁ ଦଉଡ଼ି ତିଆରି ହୋଇପାରିନି। ସେପଟେ ରଥଟଣା ପାଇଁ ଆବଶ୍ୟକ ଦଉଡ଼ି ପ୍ରସ୍ତୁତି କାମ ଅଟକିଯାଇଥିବାରୁ ଯାତ୍ରାରେ ବିଭ୍ରାଟ ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଗୁଇନ୍ଦା ବିଭାଗ। ପ୍ରସଙ୍ଗ ଅତି ଜରୁରୀ  ଓ ଏହା ଉପରେ […]

ratha copy

ratha copy

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 10:11 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଏଥର ରଥ ଯାତ୍ରାରେ ଉପୁଜିପାରେ ବିଭ୍ରାଟ। କାରଣ ରଥ ତିଆରି କାମ ଜୋରସୋରରେ ଆଗେଇ ଚାଲିଥିବା ବେଳେ ରଥ ଦଉଡ଼ିକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ। ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଆଉ ୨୦ ଦିନ ଥିବା ବେଳେ ରଥ ଟାଣିବା ପାଇଁ ଦଉଡ଼ି ତିଆରି ହୋଇପାରିନି। ସେପଟେ ରଥଟଣା ପାଇଁ ଆବଶ୍ୟକ ଦଉଡ଼ି ପ୍ରସ୍ତୁତି କାମ ଅଟକିଯାଇଥିବାରୁ ଯାତ୍ରାରେ ବିଭ୍ରାଟ ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଗୁଇନ୍ଦା ବିଭାଗ। ପ୍ରସଙ୍ଗ ଅତି ଜରୁରୀ  ଓ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ପୁରୀ ଏସ୍‌ପିଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ସ୍ପେଶାଲ ବ୍ରାଞ୍ଚ ଏସ୍‌ପି।  ତେବେ ଏହି ରଥ ଦଉଡ଼ିକୁ ନେଇ କ’ଣ ରହିଛି ସମସ୍ୟା। କାହିଁକି ବିଶ୍ୱପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରାରେ ଏମିତି ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା କରାଯାଛି। କ’ଣ ରହିଛି ଏହା ପଛର ପ୍ରକୃତ କାରଣ ?  ଏହାକୁ ନେଇ ଜଗନ୍ନାଥ ଭକ୍ତଙ୍କ ମନକୁ ଆନ୍ଦୋଳିତ କରିଛି। ମୁଖ୍ୟତଃ ତିନି ରଥ ପାଇଁ କତାରେ ତିଆରି ୧୮ଟି ଦଉଡ଼ି ଆବଶ୍ୟକ। ହେଲେ ତିଆରି ହୋଇଛି ମାତ୍ର ୫ଟି। ଆହୁରି ୯ଟି ଦଉଡ଼ି ସମେତ କଡର୍ନରେ ବ୍ୟବହୃତ ୧୩ଟି ଦଉଡ଼ି ତିଆରି ହୋଇନାହିଁ। କାରଣ ଓଡ଼ିଶା ସମବାୟ କତା ନିଗମ କର୍ମଚାରୀମାନେ ଏବେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରିରଝନ୍ତି। ନିଗମରେ ଥିବା ୧୯ ଜଣ ଯାକ କର୍ମଚାରୀ ଏବେ କାମ ବନ୍ଦ କରିଥିବାରୁ ଦଉଡ଼ି ତିଆରି ବନ୍ଦ ହୋଇଯାଇଛି।

ଘୋଷଯାତ୍ରା ପାଇଁ ନିଗମ ପକ୍ଷରୁ ୬୭ ମିଟର ଲେଖାଁଏ ୧୪ଟି କତା ଦଉଡ଼ି ପ୍ରସ୍ତୁତ କରି ପଠାଯାଇଥାଏ। ଗୋଟିଏ ଦଉଡ଼ିର ମୋଟେଇ ୮ ଇଞ୍ଚ ଲେଖାଏ ରୁହେ। ଗତ କିଛି ବର୍ଷ ଧରି ଏଠାରୁ ରଥ ଦଉଡ଼ି ଯାଉଥିବା ବେଳେ ଏଥର ସମସ୍ୟା ଉପୁଜିବାର ଆଶଙ୍କା ପ୍ରକାଶ ପାଇଛି।

କେବଳ ପୁରୀ ନୁହେଁ। କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ଘୋଷଯାତ୍ରାକୁ ମଧ୍ୟ ଏହି ନିଗମ ପକ୍ଷରୁ ଦଉଡି ଯୋଗାଇ ଦିଆଯାଇଥାଏ। ଏହା ବାଦେ ମୟୁରଭଞ୍ଜର ବାରିପଦା, ବାଲେଶ୍ୱର ଜିଲ୍ଲାର ନୀଳଗିରି, ନୟାଗଡ଼, ବାଲେଶ୍ୱର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଜଗନ୍ନାଥ ମନ୍ଦିର ରଥଯାତ୍ରା ପାଇଁ ମଧ୍ୟ ଦଉଡ଼ି ଏହିଠାରୁ ଆସିଥାଏ। ହେଲେ ଏ ସବୁ ଦଉଡ଼ି ପ୍ରସ୍ତୁତି କାମ ଏବେ ବନ୍ଦ ହୋଇଯାଇଛି। ତେଣୁ ସବୁ ସ୍ଥାନରେ ମଧ୍ୟ ରଥଟଣା କାର୍ଯ୍ୟକ୍ରମରେ ସମସ୍ୟା ଉପୁଜିବ। ତେବେ କୌଣସି ସରକାରୀ ସଂସ୍ଥାରେ କତାରେ ତିଆରି ରଥ ଦଉଡ଼ି ପ୍ରସ୍ତୁତ ହେଉ ନ ଥିବାରୁ ଏଭଳି ଆଶଙ୍କା ପ୍ରକାଶ କରାଯାଉଛି। ତେଣୁ ରଥ କମିଟି ଗୁଡ଼ିକ ଚଳିତ ବର୍ଷ ବାହାର ରାଜ୍ୟରୁ ଚଢ଼ା ମୂଲ୍ୟରେ ଦଉଡ଼ି କିଣିପାରନ୍ତି।

ଏମ୍‌ଏସ୍‌ଏମ୍‌ଇ ଅଧୀନରେ ଚନ୍ଦନପୁର ଠାରେ ଥିବା ଓଡ଼ିଶା ସମବାୟ କତା ନିଗମର କର୍ମଚାରୀଙ୍କ ଅଭିଯୋଗ ହେଉଛି ନିଗମରେ ଏବେ ମାତ୍ର ୧୯ ଜଣ କର୍ମଚାରୀ ଅଛନ୍ତି। ଏହି କର୍ମଚାରୀମାନେ ୧୯୮୯ରୁ ଲାଗୁ କରାଯାଇଥିବା ବେତନ କମିସନ ସୁପାରିସ ଅନୁଯାୟୀ ଦରମା ପାଉଛନ୍ତି। ୬୪ ପ୍ରତିଶତ ମହଙ୍ଗା ଭତ୍ତା ସହ କର୍ମଚାରୀମାନେ ସର୍ବନିମ୍ନ ୩ ହଜାର ଟଙ୍କା ଓ ସର୍ବାଧିକ ୭ ହଜାର ଟଙ୍କା ଦରମା ପାଉଛନ୍ତି। ନିଗମ କର୍ମଚାରୀ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ, ସଚିବଙ୍କୁ ଭେଟିବା ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ ଏଥିପ୍ରତି କେହି ବି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି।

କର୍ମଚାରୀ ୟୁନିୟନର କହିବା ଅନୁଯାୟୀ, ସପ୍ତମ ବେତନ କମିଶନ ଅନୁଶାରେ ଦରମା ବୃଦ୍ଧି ପାଇଁ ଆମେ ପୂର୍ବରୁ ଦାବି କରିଥିଲୁ। ଏନେଇ ଗତ ମେ’ ୨୮ରୁ କଳାବ୍ୟାଜ୍‌ ପିନ୍ଧି ରଥ ଦଉଡ଼ି ତିଆରି କାର୍ଯ୍ୟ କରିଥିଲୁ। ଇତି ମଧ୍ୟରେ ଦଉଡ଼ି ପ୍ରସ୍ତୁତ ହୋଇଛି। ହେଲେ ଆନ୍ଦୋଳନ ପ୍ରତି କେହି କର୍ଣ୍ଣପାତ ନ କରିବାରୁ ଗତ ୧୯ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଛି।  ସେପଟେ ଯଦି ସରକାର ଦାବି ନଶୁଣନ୍ତି ତେବେ୧୯ ଜଣ ଯାକ କର୍ମଚାରୀ ସମୂହ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story