ରଥଯାତ୍ରାରେ ଶାନ୍ତିଶୃଙ୍ଖଲା ଲାଗି ସଚେତନତା କରିବା ଉଦ୍ଦେଶ୍ୟରେ ଜି.ଉଦୟଗିରିରୁ ବାହାରିଲା ସାଇକେଲ ରାଲି

G.udayagiri

ଜି.ଉଦୟଗିରି: ପୁରୀରେ ବ୍ରହ୍ମ ପରିବର୍ତ୍ତନ ବେଳେ ହୋଇଥିବା ବିଭ୍ରାଟ ଓ ତ୍ରୁଟିକୁ ଭୁଲି ନବକଳେବରର ପ୍ରଥମ ରଥଯାତ୍ରା ସୁରୁଖୁରୁରେ ହେବ ନେଇ ଜି.ଉଦୟଗିରିରୁ ଏକ ସାଇକେଲ ବାହାରିଛି । ୧୮ଜଣ ଉତ୍ସାହୀ ଯୁବକ ଜି.ଉଦୟଗିରି ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସାଇକେଲରେ ପୁରୀ ଅଭିମୁଖେ ବାହାରିଛନ୍ତି । ଏହି ଅବସରରେ ମନ୍ଦିର ପରିସରରେ ସେମାନଙ୍କୁ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଉପସ୍ଥିତ ରହି ଛତ୍ସାହିତ କରିଥିଲେ ।

Previous ArticleNext Article

Send this to a friend