ରଥଯାତ୍ରାରେ ଶାନ୍ତିଶୃଙ୍ଖଲା ଲାଗି ସଚେତନତା କରିବା ଉଦ୍ଦେଶ୍ୟରେ ଜି.ଉଦୟଗିରିରୁ ବାହାରିଲା ସାଇକେଲ ରାଲି

ଜି.ଉଦୟଗିରି: ପୁରୀରେ ବ୍ରହ୍ମ ପରିବର୍ତ୍ତନ ବେଳେ ହୋଇଥିବା ବିଭ୍ରାଟ ଓ ତ୍ରୁଟିକୁ ଭୁଲି ନବକଳେବରର ପ୍ରଥମ ରଥଯାତ୍ରା ସୁରୁଖୁରୁରେ ହେବ ନେଇ ଜି.ଉଦୟଗିରିରୁ ଏକ ସାଇକେଲ ବାହାରିଛି । ୧୮ଜଣ ଉତ୍ସାହୀ ଯୁବକ ଜି.ଉଦୟଗିରି ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସାଇକେଲରେ ପୁରୀ ଅଭିମୁଖେ ବାହାରିଛନ୍ତି । ଏହି ଅବସରରେ ମନ୍ଦିର ପରିସରରେ ସେମାନଙ୍କୁ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଉପସ୍ଥିତ ରହି ଛତ୍ସାହିତ କରିଥିଲେ ।

G.udayagiri

G.udayagiri

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 09:43 AM IST

ଜି.ଉଦୟଗିରି: ପୁରୀରେ ବ୍ରହ୍ମ ପରିବର୍ତ୍ତନ ବେଳେ ହୋଇଥିବା ବିଭ୍ରାଟ ଓ ତ୍ରୁଟିକୁ ଭୁଲି ନବକଳେବରର ପ୍ରଥମ ରଥଯାତ୍ରା ସୁରୁଖୁରୁରେ ହେବ ନେଇ ଜି.ଉଦୟଗିରିରୁ ଏକ ସାଇକେଲ ବାହାରିଛି । ୧୮ଜଣ ଉତ୍ସାହୀ ଯୁବକ ଜି.ଉଦୟଗିରି ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସାଇକେଲରେ ପୁରୀ ଅଭିମୁଖେ ବାହାରିଛନ୍ତି । ଏହି ଅବସରରେ ମନ୍ଦିର ପରିସରରେ ସେମାନଙ୍କୁ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଉପସ୍ଥିତ ରହି ଛତ୍ସାହିତ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos