ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ନା...

ପୁରୀ(ଓଡିଶା ରିପୋର୍ଟର): କାହିଁକି ଠିକ୍‌ରେ ଯାଞ୍ଚ ହୋଇପାରିଲାନି ଭିତର ରତ୍ନଭଣ୍ଡାର। ବାହାର ଭଣ୍ଡାରରୁ ଥାଇ କେମିତି ଭିତର ସ୍ଥିତି ଠିକ୍ ଥିବା ଜାଣିଗଲେ ଯାଞ୍ଚ କମିଟି। ରତ୍ନଭଣ୍ଡାର ଭିତରକୁ ଏହି ଯାଞ୍ଚ ଟିମ୍‌ ଯାଇଛନ୍ତି କି ନାହିଁ, ତାହକୁ ନେଇ ଏବେ ଚଲିଛି ତର୍ଜମା। ଏହା ପଛରେ କିଛି ରସହ୍ୟ ରହିଯାଇଛି କି ବୋଲି ମଧ୍ୟ କଥା ଉଠିଲାଣି। ଏଣେ ରତ୍ନଭଣ୍ଡାର ଚାବିକୁ ନେଇ ଉଠୁଛି ପଡୁଛି ରାଜ୍ୟ। ଚାବି ନ ଥିବାରୁ ଭିତର ଭଣ୍ଡାର ଖୋଲା […]

chabi rt

chabi rt

Rakesh Mallick
  • Published: Thursday, 05 April 2018
  • Updated: 05 April 2018, 10:13 PM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର): କାହିଁକି ଠିକ୍‌ରେ ଯାଞ୍ଚ ହୋଇପାରିଲାନି ଭିତର ରତ୍ନଭଣ୍ଡାର। ବାହାର ଭଣ୍ଡାରରୁ ଥାଇ କେମିତି ଭିତର ସ୍ଥିତି ଠିକ୍ ଥିବା ଜାଣିଗଲେ ଯାଞ୍ଚ କମିଟି। ରତ୍ନଭଣ୍ଡାର ଭିତରକୁ ଏହି ଯାଞ୍ଚ ଟିମ୍‌ ଯାଇଛନ୍ତି କି ନାହିଁ, ତାହକୁ ନେଇ ଏବେ ଚଲିଛି ତର୍ଜମା। ଏହା ପଛରେ କିଛି ରସହ୍ୟ ରହିଯାଇଛି କି ବୋଲି ମଧ୍ୟ କଥା ଉଠିଲାଣି। ଏଣେ ରତ୍ନଭଣ୍ଡାର ଚାବିକୁ ନେଇ ଉଠୁଛି ପଡୁଛି ରାଜ୍ୟ। ଚାବି ନ ଥିବାରୁ ଭିତର ଭଣ୍ଡାର ଖୋଲା ଯାଇ ପାରିଲାନି ବୋଲି କିଛି ସେବାୟତ ଓ ଗବେଷକ ମତ ଦେଉଥିବା ବେଳେ ଆଉ କିଛି ଅଘଟଣର ଭୟ ଓ ଗଜପତି ମହାରାଜାଙ୍କ ଅନୁପସ୍ଥିତିକୁ ନେଇ ବି କଥା ଉଠାଇଛନ୍ତି। ଏଣେ ଶ୍ରୀମନ୍ଦିର ପ୍ରଶାସନର ଅପରିପକ୍ୱତାକୁ ବି ଦାୟୀ କରିଛନ୍ତି ବୁଦ୍ଧିଜୀବୀ। ଆଉ ଜିଲାପାଳ ଯାହା କହିଛନ୍ତି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

ଆହୁରି ପଢନ୍ତୁ: ରତ୍ନଭଣ୍ଡାରରେ ‘ରକ୍ତ ଛିଟା’ ଲାଗିଛି: ମହାପ୍ରଭୁଙ୍କ ମହାସ୍ନାନ ହେବ

କାଳିଆର ରତ୍ନଭଣ୍ଡାର ଖୋଲୁଛି ବୋଲି କେତେ ଆୟୋଜନ, କେତେ ଉତ୍କଣ୍ଠା ଥିଲା ବିଶ୍ୱବାସୀଙ୍କ ମନରେ। ହେଲେ ମାତ୍ର ୪୫ ମିନିଟ୍‌ରେ ସରିଗଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ। କେବଳ ବାହାର ଭଣ୍ଡାରରୁ ଥାଇ ଯାଞ୍ଚ ଟିମ୍‌ ଜାଣିଗଲା ଭିତର ଭଣ୍ଡାରର ସ୍ଥିତି ! ଯାହାକୁ ନେଇ ଉଠିଛି ଦ୍ୱନ୍ଦ୍ୱ ଓ ପ୍ରଶ୍ନ । ବାହାର ଭଣ୍ଡାରରୁ ଜାଲି ବାଟେ ସର୍ଚ୍ଚ ଲାଇଟ୍ ପକାଇ ଗୁପ୍ତ ଭଣ୍ଡାର କାନ୍ଥ ଏବଂ ଛାତ ସବୁ କେମିତି ସ୍ପଷ୍ଟ ଦେଖାଯାଉଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।  କାଲି ଯାଞ୍ଚ ପରେ  ମୁଖ୍ୟପ୍ରଶାସକଙ୍କ ବିବୃତିରେ ମଧ୍ୟ ସନ୍ତୁଷ୍ଟ ନୁହଁନ୍ତି ରାଜ୍ୟବାସୀ।

ତାଙ୍କର ଏ ସଫେଇ ସନ୍ତୁଷ୍ଟ କରିପାରିନି କାହାକୁ। ସେବାୟତ, ଗବେଷକ ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ କୁହାଯାଉଛି ଭିତର ଭଣ୍ଡାର ଚାବି ନ ମିଳିବାରୁ ଏଭଳି ଅବସ୍ଥା ହୋଇଛି । ତାହାଲେ ଏବେ ପ୍ରଶ୍ନ ଉଠିଛି ଗଜପତିଙ୍କ ପ୍ରତିନିଧି ଓ ମନ୍ଦିର ପ୍ରଶାସନ କଣ ସଠିକ୍ ଚାବି ନେଇ ଯାଇ ନ ଥିଲେ କି ? ନା ୧୯୮୪ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଅଳଙ୍କାର ଗଣତି ପରେ ହଜିଯାଇଛି ଏହି ଗୁପ୍ତ କୋଠରୀର ଚାବି ?

ସମ୍ଭାବ୍ୟ ଅଘଟଣର ଭୟ ନା ଶ୍ରୀମନ୍ଦିର ପ୍ରଶାସନର ଅପରିପକ୍ୱତା ତାକୁ ନେଇ ବି ଚାଲିଛି ଅନେକ ଚର୍ଚ୍ଚା।  ଗଜପତି ମହାରାଜା ନିଜେ ଯାଇଥିଲେ ହୁଏତ ଏଭଳି ସମସ୍ୟା ହୋଇ ନ ଥାନ୍ତା ଓ ଭିତର ଭଣ୍ଡାରର ଚାବି ଭାଙ୍ଗିବାକୁ ଅନୁମତି ମିଳିଥାନ୍ତା ବୋଲି କହିଛନ୍ତି କିଛି ସେବାୟତ। ତାସହ ଶ୍ରୀମନ୍ଦିର ପରମ୍ପରା ସହ ଗଭୀର ସମ୍ପର୍କ ରଖୁଥିବା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ପରାମର୍ଶ ନ ନେବା ମଧ୍ୟ ମନ୍ଦିର ପ୍ରଶାସନ ପାଇଁ ମହଙ୍ଗା ପଡିଲା ବୋଲି ମତ ପ୍ରକାଶ ପାଇଛି।

ସେପଟେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ଭିତର ଭଣ୍ଡାର ଚାବି କେବେ ବି ଜିଲ୍ଲା ଟ୍ରେଜେରୀରେ ଜମା କରାଯାଇ ନାହିଁ।  ଶ୍ରୀମନ୍ଦିର ଚେଷ୍ଟରୁ ୫ଟି ଚାବି ନେଇ ଯାଞ୍ଚ କମିଟି ଯାଇଥିଲେ। ହେଲେ ଆବଶ୍ୟକ ନ ପଡିବାରୁ ଭିତର ଭଣ୍ଡାର ଖୋଲି ନ ଥିଲେ । ତାସହ ଭିତର ଭଣ୍ଡାରର ମରାମତି ଆବଶ୍ୟକ ଥିବା କହିଛନ୍ତି ଅଗ୍ରଓ୍ୱାଲ୍ ।

ଆହୁରି ପଢନ୍ତୁ: ଭକ୍ତଙ୍କ ଭିତରେ ଅଲୌକିକ ଚର୍ଚ୍ଚା: କିଏ କହୁଛି ଯାଞ୍ଚକାରୀ ଆହତ ହେଲେ, ପୁଣି ସେଇଥିପାଇଁ ଝଡ଼ବର୍ଷା !

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story